ଭୁବନେଶ୍ୱର ୧୧/୦୬: ରାଜଧାନୀ ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା। ୟୁନିଟ ୮ ଜଳେଶ୍ଵର ମନ୍ଦିର ଛକରେ ଦୁଇଟି ବାଇକ୍କ ସହ କାର ଧକ୍କା। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଜଣଙ୍କ ଗୋଡ଼ରେ ଗଭୀର ଆହତ।।କାର ଡ୍ରାଇଭର ସହ ୪ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ସମସ୍ତ ଗାଡ଼ି ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...