ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନନ୍ଦନକାନନରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା : ପ୍ରାଣୀ ଉଦ୍ୟାନରୁ ଗଲେ ୫୨, ଆସିବେ ୨୧ ଜୀବଜନ୍ତୁ

ଭୁବନେଶ୍ଵର, ୦୯/୦୭ : ନନ୍ଦନକାନନରେ ହେଲା ଜନ୍ତୁ ଅଦଳବଦଳ ପ୍ରକ୍ରିୟା। ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଗଲା ଧଳା ବାଘ। ତା ବଦଳରେ ଆସିବ କଳା ଲୋମଯୁକ୍ତ ମହାବଳ ବାଘ। 

ସୂଚନାନୁଯାୟୀ, ବିର୍ସା ବାୟୋଲୋଜିକଲ ପାର୍କ ରାଞ୍ଚି ଓ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଧ୍ୟରେ ଜନ୍ତୁ ଅଦଳବଦଳ ପାଇଁ ଡିଲ୍ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନରୁ ୭ଟି ପ୍ରଜାତିର ୫୨ଟି ଜୀବଜନ୍ତୁ ଯାଇଛନ୍ତି। ତାଙ୍କ ବଦଳରେ ୫ଟି ପ୍ରଜାତିର ୨୧ଟି ଜୀବଜନ୍ତୁ ଆସିବେ। ୧୪ ତାରିଖ ମଧ୍ୟରେ ପ୍ରାଣୀ ଉଦ୍ୟାନର ଏକ ୧୦ ଜଣିଆ ଟିମ୍ ରାଞ୍ଚିରୁ ଏହି ଜୀବଜନ୍ତୁ ନେଇ ଆସିବେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.