ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାବଧାନ ! ରାତି ହେଲେ ବଜାରରେ ବୁଲୁଛି ଭାଲୁ

ଉଦଳା, ୦୩/୦୩ : ସାବଧାନ ! ବଜାର ମଝିରେ ବୁଲୁଛି ଭାଲୁ। ରାତି ହେଲେ ବଜାରକୁ ଆସୁଛି... ଆଉ ଆହାର ଖୋଜୁଛି। ମୟୂରଭଞ୍ଜ ଖୁଣ୍ଟା ବଜାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସ୍ଥାନୀୟ ଲୋକମାନେ ଭାଲୁକୁ ଦେଖି ଭୟଭୀତ ହୋଇପଡିଛନ୍ତି। 

ସୂଚନାନୁଯାୟୀ, ଶନିବାର ରାତିରେ ଖୁଣ୍ଟା ବଜାରରେ ଏକ ଭାଲୁ ଛୁଆ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଭାଲୁଟି ଖାଦ୍ୟ ଅନ୍ଵେଷଣରେ ବଜାରକୁ ଆସୁଥିବା ଅନୁମାନ କରାଯାଉଛି। ତେବେ ଭାଲୁଟିର ବୟସ ବେଶୀ ହୋଇ ନଥିବା ବେଳେ ବର୍ଷକରୁ ଦେଢ଼ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ବନ ବିଭାଗ ଭାଲୁକୁ ଖୋଜୁଥିଲେ ସୁଦ୍ଧା ତାହାର ପତ୍ତା ପାଉ ନାହିଁ। ତେବେ ଭାଲୁଟି ସୁରୁକୁନା ଏବଂ ଖୁଣ୍ଟା ହାଟ ନିକଟରେ ବୁଲୁଥିବା କୁହାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.