ପ୍ରମୂଖ ଖବର

ସ୍କୁଟି-ସ୍କର୍ପିଓ ମଧ୍ୟରେ ଧକ୍କା, ଦମ୍ପତି ମୃତ

ଦେବଗଡ,୩୧।୧ : ୪୯ ନଂ ଜାତୀୟ  ଜାତୀୟ ରାଜପଥର ବଂପରଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି-ସ୍କର୍ପିଓ ମଧ୍ୟରେ ଧକ୍କା ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ଝରବାହାଳ ଗ୍ରାମ ର ହୃଦାନନ୍ଦ ବେହେରା ଓ ତାଙ୍କ ସ୍ତ୍ରୀ ରତନୀ ବେହେରା ।

ହେଲେ ଝରବାହାଳ ଗ୍ରାମ ର ହୃଦାନନ୍ଦ ବେହେରା ଓ ତାଙ୍କ ସ୍ତ୍ରୀ ରତନୀ ବେହେରା ସ୍କୁଟିରେ ଯାଉଥିବା ବେଳେ  ଏକ ସ୍କର୍ପିଓ ସହ ଧକ୍କା ହୋଇଥିଲା। ଏଥିରେ ହୃଦାନନ୍ଦ ଓ ରତନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ପୋଲିସ ଜବତ କରିଛି। 

ଆହୁରି ପଢନ୍ତୁ : ଭୁବନେଶ୍ବରରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.