ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ବର୍ଷା ପାଇଁ ଗଛ ତଳେ ନେଇଥିଲେ ଆଶ୍ରୟ, ବ୍ରଜପାତରେ ଚାଲିଗଲା ଜୀବନ

କୋକସରା ୨୯/୦୫ : କାମ ସାରି ଘରକୁ ଫେରୁଥିବା ବେଳେ ବର୍ଷା ହେବାରୁ ଗଛ ତଳେ  ଆଶ୍ରୟ ନେଇଥିଲେ। ହଠାତ ବ୍ରଜପାତ ହେବାରୁ ଏଥିରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଧଅଁରପୁର ଗ୍ରାମ ପଞ୍ଚାୟତ ତେନ୍ତୁଳିଆପଡା ରେ  ଏପରି ଘଟଣା ଦେଖିବାକୁ ମିଳିଛି। ମୃତକ ୨ ଜଣକ ହେଲେ ତେନ୍ତୁଳିଆପଡା ର ଠଣ ସୁନ୍ଦର ଗୋପାଳ ଓ କାମାଞ୍ଚଳ ଚନ୍ଦନ।

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଧଅଁରପୁର ଗ୍ରାମ ପଞ୍ଚାୟତ ତେନ୍ତୁଳିଆପଡାର ଗୋପାଳ ଓ କାମାଞ୍ଚଳ ଧଅଁରପୁର ଗ୍ରାମକୁ ମିସ୍ତ୍ରୀ କାମ କରିବାକୁ ଯାଇଥିଲେ।  ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଝଡ ତୋଫାନ, ଘଡଘଡି, ବିଜୁଳି ହେବା ଫଳରେ ଗାଁ ପାଖ ଏକ ଜାମୁକୋଳି ଗଛତଳରେ  ଆଶ୍ରୟ ନେଇଥିଲେ। ଏହି ସମୟରେବ୍ରଜପାତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.