ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେନସିଂ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ, କରନ୍‌ ଅଲିମ୍ପିକ୍‌ ଟିକେଟରୁ ବଞ୍ଚିତ

ନୂଆଦିଲ୍ଲୀ,୨୮/୦୪: ୟୁଏଇ  ଠାରେ ଚାଲିଥିବା ଏସିଆ ଓସେନିଆ ଫେନସିଂ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ  ଭାରତର କରନ୍‌ ସିଂହ ଅଳ୍ପକେ ଅଲିମ୍ପିକ୍‌  ଟିକେଟ୍‌ ହାତଛଡ଼ା କରିଛନ୍ତି । ପୁରୁଷ ସାବ୍‌ରେ  ଇଭେଣ୍ଟର ଫାଇନାଲ୍‌ରେ ସେ ୨-୧୫ରେ  ଚୀନର ଚେନ୍‌ପେଙ୍ଗ ଶେନ୍‌ଙ୍କ ନିକଟରୁ ହାରି ଆଶା ଧୂଳିସାତ୍‌  କରିଥିଲେ । ଏହା ପୂର୍ବରୁ ସେ ସେମି  ଫାଇନାଲ୍‌ରେ ୧୫-୧୪ରେ ଦ୍ୱିତୀୟ ସିଡ୍‌  ଉଜବେକିସ୍ତାନର ମୁସା ଆୟାମୁରାତୋଭଙ୍କୁ,  କ୍ୱାର୍ଟର ଫାଇନାଲ୍‌ରେ ୧୫-୧୨ରେ  ତୃତୀୟ ସିଡ୍‌ ଥାଇଲାଣ୍ଡର ଭୋରାଗନଙ୍କୁ  ଏବଂ ପ୍ରି-କ୍ୱାର୍ଟର ରାଉଣ୍ଡ୍‌ରେ ୧୫-୪ରେ  ଖଲିଫା ଅଲେବ୍ରିଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.