ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଫେନସିଂ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ, କରନ୍‌ ଅଲିମ୍ପିକ୍‌ ଟିକେଟରୁ ବଞ୍ଚିତ

ନୂଆଦିଲ୍ଲୀ,୨୮/୦୪: ୟୁଏଇ  ଠାରେ ଚାଲିଥିବା ଏସିଆ ଓସେନିଆ ଫେନସିଂ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ  ଭାରତର କରନ୍‌ ସିଂହ ଅଳ୍ପକେ ଅଲିମ୍ପିକ୍‌  ଟିକେଟ୍‌ ହାତଛଡ଼ା କରିଛନ୍ତି । ପୁରୁଷ ସାବ୍‌ରେ  ଇଭେଣ୍ଟର ଫାଇନାଲ୍‌ରେ ସେ ୨-୧୫ରେ  ଚୀନର ଚେନ୍‌ପେଙ୍ଗ ଶେନ୍‌ଙ୍କ ନିକଟରୁ ହାରି ଆଶା ଧୂଳିସାତ୍‌  କରିଥିଲେ । ଏହା ପୂର୍ବରୁ ସେ ସେମି  ଫାଇନାଲ୍‌ରେ ୧୫-୧୪ରେ ଦ୍ୱିତୀୟ ସିଡ୍‌  ଉଜବେକିସ୍ତାନର ମୁସା ଆୟାମୁରାତୋଭଙ୍କୁ,  କ୍ୱାର୍ଟର ଫାଇନାଲ୍‌ରେ ୧୫-୧୨ରେ  ତୃତୀୟ ସିଡ୍‌ ଥାଇଲାଣ୍ଡର ଭୋରାଗନଙ୍କୁ  ଏବଂ ପ୍ରି-କ୍ୱାର୍ଟର ରାଉଣ୍ଡ୍‌ରେ ୧୫-୪ରେ  ଖଲିଫା ଅଲେବ୍ରିଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ ।

  • paris olympic
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.