ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ସଂସାର ଉଦୟ ଉଦ୍ୟୋଗ ବିଲଡିଂରେ ଅଗ୍ନିକାଣ୍ଡ, ନିଆଁ ଲିଭା ଜାରି

ଭୁବନେଶ୍ବର,୧୦/୭ : ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରରେ ପୁଣି ହେଲା ଅଗ୍ନିକାଣ୍ଡ। ସଂସାର ଉଦୟ ଉଦ୍ୟୋଗ ବିଲଡିଂରେ ଅଗ୍ନିକାଣ୍ଡ। ଜଳିଗଲା ଅଫିସ ଘର। ଘଟଣା ସ୍ଥଳରେ ମଞ୍ଚେଶ୍ୱର ଏବଂ କଳ୍ପନା ଅଗ୍ନିଶମ ବାହିନୀ ସମେତ ପୋଲିସ ପହଞ୍ଚି ଜାରି ରଖିଛି ଉଦ୍ଧାର କାର୍ଯ୍ୟ। ବିଲ୍ଡିଂରେ ଏକାଧିକ ଗୋଦାମ ଏବଂ ଅଫିସ ଥିବାରୁ ଚିନ୍ତାରେ ଅଗ୍ନିଶମ ବାହିନୀ।

ତୃତୀୟ ମହଲାରେ ଥିବା ହାଭେଲ୍ସ ଅଫିସ ଗୋଦାମରେ ଅଗ୍ନିକାଣ୍ଡ। ଖବରପାଇ ପ୍ରଥମେ ମଞ୍ଚେଶ୍ୱର ଅଗ୍ନିଶମ ଏବଂ ପରେ କଳ୍ପନା ଅଗ୍ନିଶମ ବାହିନୀର ଅଧିକାରୀ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ଅଧିକ ଧୂଆଁ ଯୋଗୁ ଅକ୍ସିଜେନ୍ ସିଲିଣ୍ଡର ସାହାଯ୍ୟରେ ଚାଲିଛି ଗୋଦାମରେ ନିଆଁ ଲିଭା କାର୍ଯ୍ୟ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.