ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚାର୍ଜରେ ବସିଥିଲା ଇଲେକ୍ଟ୍ରି ଭେଇକିଲ, ବ୍ୟାଟେରୀ ଫାଟି ଘରେ ଲାଗିଲା ନିଆଁ

ବାରିପଦା,୧୫।୬ : ଚାର୍ଜରେ ବସିଥିବା ବେଳେ ଇଲେକ୍ଟ୍ରି ଭେଇକିଲ ବ୍ୟାଟେରୀ ଫାଟି ଘରେ ଲାଗିଲା ନିଆଁ l ଶାମାଖୁଣ୍ଟ ବ୍ଲକ ସ୍ଥିତ ପୋଡ଼ାଅସ୍ତିଆ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। 

  ଶାମାଖୁଣ୍ଟ ବ୍ଲକ ସ୍ଥିତ ପୋଡ଼ାଅସ୍ତିଆ ଅଞ୍ଚଳରେ ପରମେଶ୍ୱର ମହାନ୍ତି ନିଜ ଘର ବାରଣ୍ଡାରେ ତାଙ୍କର ବ୍ୟାଟେରୀ ସ୍କୁଟି ଟିକୁ ଚାର୍ଜ ରେ ବସାଇ ଥିଲେ। ହଠାତ ସ୍କୁଟିର ବ୍ୟାଟେରୀ ବ୍ଲାଷ୍ଟ ହୋଇ  ନିଆଁ ଲାଗି ଯାଇଥିଲା।ଦୁର୍ଭାଗ୍ୟ ବଶତଃ ପାଖରେ ଥିବା ଆଉ ଏକ ସ୍କୁଟି ଓ ଗ୍ୟାସ ସିଲିଣ୍ଡର ଓ ଦୁଇଟି ସାଇକେଲ ରେ ମଧ୍ୟ ନିଆଁ ଲାଗି ଯାଇଥିଲା।ସ୍କୁଟି ବ୍ୟାଟେରୀ ବ୍ଲାଷ୍ଟ ରେ ଘର ଛାତର କଂକ୍ରିଟ ଖସି ପଡିବା ପଡିଥିଲା।ଖବର ପାଇଁ ବାରିପଦା ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.