ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ସ୍ବାଧିନତା ଦିବସ ପୂର୍ବରୁ ହାଇ ଆର୍ଲଟରେ ଦିଲ୍ଲୀ ଓ ପଞ୍ଜାବ, ଜମ୍ମୁରୁ ବିସ୍ଫୋରକ ସହ ବାହାରିଛନ୍ତି ଦୁଇ ସନ୍ଦିଗ୍ଧ !

ନୂଆଦିଲ୍ଲୀ,୧୪।୮: ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀରେ ହାଇ ଆର୍ଲଟ ଜାରି କରାଯାଇଛି। ରିପୋର୍ଟ ଅନୁସାରେ, ଗୁଇନ୍ଦା ଏଜେନ୍ସିକୁ ଇନପୁଟ୍‌ ମିଳିଛି ଯେ, ଜମ୍ମୁରେ ସକ୍ରିୟ ଆତଙ୍କବାଦୀ ଆକ୍ରମଣ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ। ଦିଲ୍ଲୀ ବ୍ୟତୀତ ପଞ୍ଜାବରେ ମଧ୍ୟ ସୁରକ୍ଷାବଳକୁ ଆର୍ଲଟ ଅବସ୍ଥାରେ ରଖାଯାଇଛି। ଉଗ୍ରବାଦୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଆଧାରରେ ଗୁଇନ୍ଦା ଏଜେନ୍ସି ଇନପୁଟ୍ ମିଳିଛି। ଏଜେନ୍ସିର କହିବା ଅନୁସାରେ, ଜରୁରୀ ନୁ‌ହେଁ ଯେ, ଏହି ଆକ୍ରମଣ ସ୍ବାଧିନତା ଦିବସ ଅବସରରେ ହୋଇଛି।  

ଜମ୍ମୁ-କଶ୍ମୀରର କଠୁଆରେ ଦେଖିବାକୁ ମିଳିଥିବା ଦୁଇ ସନ୍ଦିଗ୍ଧ ଦିଲ୍ଲୀ ଆଡକୁ ମୁଭମେଣ୍ଟ କରୁଥିବାର ଆଶଙ୍କା ରହିଛି। ଏହି ଲୋକଙ୍କ ନିକଟରେ ହତିଆର ମଧ୍ୟ ରହିଛି। ଆଶଙ୍କା ରହିଛି ଯେ, ଏହି ଲୋକ ପଠାନକୋଟ ଆଡକୁ ଯାଇଛନ୍ତି ଓ ସେଠାରୁ ଦିଲ୍ଲୀ ଆଡକୁ ବାହାରି ପାରନ୍ତି। କେବଳ ସେତିକି ନୁହେଁ ସୁରକ୍ଷାକର୍ମୀ ଓ ଏଜେନ୍ସିଙ୍କୁ ଆଶଙ୍କା ରହିଛି ଯେ ସେମାନେ ଦିଲ୍ଲୀର ପ୍ରତିଷ୍ଠିତ ସଂସ୍ଥା ଓ ଅମରନାଥ ଯାତ୍ରକୁ ମଧ୍ୟ ଟାର୍ଗେଟ କରିପାରନ୍ତି।  

ଦିଲ୍ଲୀରେ ଆକ୍ରମଣ କି ଆତଙ୍କବାଦୀମାନେ ଏହା ବାର୍ତ୍ତା ଦେବାକୁ ଚାହାନ୍ତି ରାଜଧାନୀ ଏବେ ତାଙ୍କଠାରୁ ଦୂରରେ ନୁହେଁ। ପୂର୍ବରୁ ମଧ୍ୟ ବହୁବାର ଏଭଳି ଇନପୁଟ୍ ଆସିସାରିଛି। ଲସ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦ ଭଳି ସଂଗଠନ ଦିଲ୍ଲୀ ଉପରେ ଆକ୍ରମଣର ଯୋଜନା କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.