ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟକ ସିଢ଼ୋ ଗାଁରେ ବେଆଇନ ଗୋରୁ ଗାଡ଼ି ଜବତ, ଡ୍ରାଇଭର ଫେରାର

ସାଲେପୁର, ୨୫।୩: ବେଆଇନ ଗୋରୁଗାଡ଼ିକୁ ଅଟକ ରଖି ଦୁଇ ଗୋରୁ ସହ ଗାଡ଼ିକୁ ଜପକୁଦ ଫାଣ୍ଡିକୁ ହସ୍ତାନ୍ତର କଲେ ଗ୍ରାମବାସୀ । ସୂଚନାନୁସାରେ, କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ତ ସିଢ଼ୋ ଗ୍ରାମରେ ଭୋରୁ ଏକ ଡାଲା ଅଟୋରେ ବେଆଇନ ଭାବେ ଦୁଇଟି ଗୋରୁ ଚାଳନା ହୋଉଥିଲା । ଏହା ଦେଖି ଗ୍ରାମବାସୀମାନେ ଗାଡ଼ିକୁ ଅଟକାଇ ଥିଲେ । ଗୋରୁଙ୍କୁ ଉଦ୍ଧାର କରି ଜପକୁଦ ଫାଣ୍ଡିକୁ ହସ୍ତାନ୍ତର କରିଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.