ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତରେ କ୍ରିକେଟ୍ କ୍ରେଜ୍‌, ଫୁଟବଲ ଅପେକ୍ଷା ୬୧.୨ କୋଟି ଦର୍ଶକ କ୍ରିକେଟ୍‌ ଦେଖିବାକୁ ପସନ୍ଦ କରନ୍ତି..

ନୂଆଦିଲ୍ଲୀ,୨୧/୦୩ :  ଭାରତରେ ସର୍ବାଧିକ ୬୧.୨ କୋଟି ଲୋକ କ୍ରିକେଟ୍‌ ଦେଖିବାକୁ ପସନ୍ଦ କରନ୍ତି ।  କ୍ରିକେଟ୍‌ ତଳକୁ ଫୁଟବଲ ଦ୍ୱିତୀୟ (୩୦.୫  କୋଟି), କବାଡ଼ି (୨୮ କୋଟି) ତୃତୀୟ,  ଡବ୍ଲ୍ୟୁଡବ୍ଲ୍ୟୁଇ/ରେସଲିଂ (୧୬.୩ କୋଟି)  ଚତୁର୍ଥ ଏବଂ ହକି (୧୫.୪ କୋଟି) ପଞ୍ଚମ  ସ୍ଥାନରେ ରହିଛି । ଓଆରଏମ୍‌ଏଏକ୍ସ ମିଡିଆ  ରିପୋର୍ଟରୁ ଏ ବିଷୟ ଜଣା ପଡ଼ିଛି ।  ସେମିତି ଦେଶରେ ସର୍ବାଧିକ  ଲୋକପ୍ରିୟ ଖେଳାଳିଙ୍କ ମଧ୍ୟରେ ବିରାଟ  କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି । ୩୫  ପ୍ରତିଶତ ଲୋକ ତାଙ୍କୁ ଭଲ ପାଆନ୍ତି ।  ସେମିତି ଏହି ତାଲିକାରେ ମହେନ୍ଦ୍ର ସିଂ  ଧୋନି ଦ୍ୱିତୀୟ (୧୯%), ରୋହିତ ଶର୍ମା  ତୃତୀୟ (୧୨%), କ୍ରିଷ୍ଟିଆନୋ ରୋନାଲ୍ଡୋ  ଚତୁର୍ଥ (୭%) ଏବଂ ସଚିନ ତେନ୍ଦୁଲକର  (୬%) ପଞ୍ଚମ ସ୍ଥାନରେ ଅଛନ୍ତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.