ରାଉଲକେଲା ,୨୩।୧୧ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ଜଣେ ସିଆରପିଏଫ ଯବାନ ଗୁରୁତର ହୋଇଛି । ଗୁରୁତର ଯବାନ ଙ୍କୁ ଏୟାର ଲିଫ୍ଟ ରେ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ଗୁରୁତର ଯବାନ ଜଣକ ହେଲେ ହଫିଜୁର ରେହେମାନ । ସୀମାନ୍ତ ଝାରଖଣ୍ଡ ମୁଫସିଲ ଥାନା ହେଶାବନ୍ଦ୍ ଜଙ୍ଗଲ ରେ ଲ୍ୟାଣ୍ଡ ମାଇନ ପୋତିଥିଲେ ମାଓବାଦୀ । କୁମ୍ବିଂ ସମୟରେ ବିସ୍ପୋରଣ ହେଲା ଲ୍ୟାଣ୍ଡ ମାଇନ ।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...