ଗୁଣପୁର, ୧୦।୯ ଗୁଡାରୀ ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି।ନିଖୋଜ ଯୁବକ ଜଣକ ହେଲେ ସ୍ଥାନୀୟ ନିଗାମନ୍ ସାହିର କାବୁଡ଼ି ବାକିଟି (୪୭) । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ଆହୁରି ପଢନ୍ତୁ : ପାର୍ଲର ଭିତରେ ଯୁବତୀଙ୍କୁ ଛୁରାମାଡ଼; କଟକ ପୁରୀଘାଟ ଅଞ୍ଚଳରେ ଚାଞ୍ଚଲ୍ୟ