ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ସହିଦ ନଗର ପ୍ରାଣୀ ଚିକିତ୍ସାଳୟକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଅଚାନକ ଗସ୍ତ, ପରିବେଶ ଓ ଭିତ୍ତିଭୂମିକୁ ନେଇ ଅସନ୍ତୋଷ ପ୍ରକାଶ

ଭୁବନେଶ୍ୱର ୦୬/୦୭: ଆକ୍ସନ ମୋଡରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଡ୍ୟୁଟି ଖିଲପକରୀମାନଙ୍କୁ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଶୂନ୍ୟ ସହନଶୀଳତା ନୀତିରେ ହେବ କାର୍ଯ୍ୟନୁଷ୍ଠାନ। ଦାୟିତ୍ୱରେ ଅବହେଳା ଏବଂ ଅନିୟମିତତା କଲେ ହେବ କଡ଼ା ଆକ୍ସନ। ଡ୍ୟୁଟିରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସାରା ରାଜ୍ୟରେ ସରପ୍ରାଇଜ ଭିଜିଟକୁ ଜୋରଦାର  କରାଯିବ। 

ଆଜି ସହିଦ ନଗର ସ୍ଥିତ ଉପଖଣ୍ଡ ସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ଏମିତି ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ଚିକିତ୍ସାଳୟର ସ୍ଥିତି ପରଖିଲେ । ପରିବେଶ ଓ ଭିତ୍ତିଭୂମିକୁ ନେଇ ଅସନ୍ତୋଷ ପ୍ରକାଶ କଲେ । ମେଡିକାଲରେ ନିଜ ପାଳିତ ପଶୁ ମାନଙ୍କୁ ଆଣିଥିବା ଲୋକଙ୍କୁ ଚିକିତ୍ସା ସେବା କେମିତି ମିଳୁଛି ସେ ନେଇ ଆଲୋଚନା କଲେ । ଚିକିତ୍ସାଳୟରେ କେମିତି ସେବା ମିଳୁଛି, ଆଉ କଣ ଆବଶ୍ୟକତା ଅଛି । ସେ ନେଇ ମଧ୍ୟ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.