ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୁକ୍ରବାର ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ସୋ': ଭୁବନେଶ୍ୱରରେ ପହଞ୍ଚିଲା ସ୍ୱତନ୍ତ୍ର କାର, ସୁରକ୍ଷା ଯାଞ୍ଚ କଲେ SPG କମାଣ୍ଡୋ

ଭୁବନେଶ୍ୱର,୦୯/୦୫: ସାଧାରଣ ନିର୍ବାଚନରେ ପ୍ରଚାର ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ରୋଡ୍‌ ସୋ କରିବେ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ହେବାକୁ ଥିବା ରୋଡ଼ ସୋ ପାଇଁ ସୁରକ୍ଷିତକୁ ଗୁରୁତ୍ୱ ଦିଆଯାଇଛି ।ଭୁବନେଶ୍ୱରରେ ଏକ ନୂଆ ଏବଂ ସ୍ୱତନ୍ତ୍ର ଗାଡିରେ ପ୍ରଚାର କରିବେ ମୋଦି । ଗୁଜରାଟରୁ ଆସି ଭୁବନେଶ୍ବରରେ ଏହି ଗାଡି ପହଞ୍ଚି ସାରିଛି ।ଏଥିସହିତ ମୋଦି ସୁରକ୍ଷା କର୍ମଚାରୀ ଯଥା ଏସ୍‌ପିଜି କମାଣ୍ଡୋମାନେ ରାମମନ୍ଦର ଛକରୁ ବାଣୀବିହାର ପର୍ଯ୍ୟନ୍ତ ବୁଲି ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି। ଏଥି ସହିତ ଉଚ୍ଚ ବିଲ୍ଡିଂ ଗୁଡ଼ିକ ଉପରେ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.