ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମେ’ ୨୦ ଶ୍ରୀକ୍ଷେତ୍ରରେ ମୋଦିଙ୍କ ରୋଡ୍‌ ସୋ’, ୧୭ରେ ହିଞ୍ଜିଳିରେ ପ୍ରଚାର କରିବେ ନଡ୍ଡା

ପୁରୀ, ୧୨।୫: ୨୦ରେ ମୋଦିଙ୍କ ରୋଡ୍ ସୋ । ପୁରୀରେ ରୋଡ୍‌ ସୋ କରିବେ ମୋଦି । ମେ ୧୫ରେ ଓଡ଼ିଶାରେ ପ୍ରଚାର କରିବେ ଅମିତ୍ ଶାହ । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ପ୍ରଚାର କରିବାର ଯୋଜନା ରହିଛି । ଏଥିସହିତ ଅନୁଗୁଳ, କଟକ ଜନସଭାରେ ମଧ୍ୟ ସାମିଲ ହେବେ । ୧୭ରେ ହିଞ୍ଜିଳିରେ ପ୍ରଚାର କରିବେ ଜେପି ନଡ୍ଡା । ସୁନ୍ଦରଗଡ଼, ପଦ୍ମପୁରରେ ବି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.