ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜ୍ରପାତରେ ବୃଦ୍ଧ ଗୁରୁତର

ନୀଳଗିରି,୨୬/୩ :ବାଲେଶ୍ଵର ଜିଲ୍ଲା   ଔପଦା ବ୍ଲକ ସନ୍ତରାଗଡ଼ିଆ ଅଞ୍ଚଳରେ ବଜ୍ରପାତ ରେ  ଜଣେ ଚା ଦୋକାନୀ ଗୁରୁତର ହୋଇଛନ୍ତି।ଗୁରୁତର ହେଲେ କାଣ୍ଡଗରଡ଼ିହି ପଞ୍ଚାୟତ କାନପୁର ଗ୍ରାମର ରାମନାଥ ମହାରଣା। 

 କାଣ୍ଡଗରଡ଼ିହି ପଞ୍ଚାୟତ କାନପୁର ଗ୍ରାମର ରାମନାଥ ମହାରଣା  ଦୋକାନରେ ବସିଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା। ଫଳରେ ଗ୍ୟାସ ଟାଙ୍କି ରୁ ନିଆଁ ଲାଗିବାରୁ ସେ ପୋଡି ଯାଇଥିଲେ। ପରେ ଗ୍ୟାସ ଟାଙ୍କି ଲିଭାଯାଇଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କୁ ଈଶ୍ୱରପୁର ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.