ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବଜ୍ରପାତରେ ବୃଦ୍ଧ ଗୁରୁତର

ନୀଳଗିରି,୨୬/୩ :ବାଲେଶ୍ଵର ଜିଲ୍ଲା   ଔପଦା ବ୍ଲକ ସନ୍ତରାଗଡ଼ିଆ ଅଞ୍ଚଳରେ ବଜ୍ରପାତ ରେ  ଜଣେ ଚା ଦୋକାନୀ ଗୁରୁତର ହୋଇଛନ୍ତି।ଗୁରୁତର ହେଲେ କାଣ୍ଡଗରଡ଼ିହି ପଞ୍ଚାୟତ କାନପୁର ଗ୍ରାମର ରାମନାଥ ମହାରଣା। 

 କାଣ୍ଡଗରଡ଼ିହି ପଞ୍ଚାୟତ କାନପୁର ଗ୍ରାମର ରାମନାଥ ମହାରଣା  ଦୋକାନରେ ବସିଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା। ଫଳରେ ଗ୍ୟାସ ଟାଙ୍କି ରୁ ନିଆଁ ଲାଗିବାରୁ ସେ ପୋଡି ଯାଇଥିଲେ। ପରେ ଗ୍ୟାସ ଟାଙ୍କି ଲିଭାଯାଇଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କୁ ଈଶ୍ୱରପୁର ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.