ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ମାର୍ଚ୍ଚ ୨୦ରୁ ଓଜେଏସ୍‌ ପାଇଁ ଆବେଦନ, ଏପ୍ରିଲ୍‌ ୨୦ ଯାଏଁ ଚାଲିବ ପ୍ରକ୍ରିୟା

କଟକ ୦୩/୦୩: ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌  (ଓଜେଏସ୍‌)-୨୦୨୩ ନିଯୁକ୍ତି ନିମନ୍ତେ  ଓଡ଼ିଶା ଲୋକସେବା ଆୟୋଗ  (ଓପିଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୪ଟି ପଦରେ  ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା  ମାର୍ଚ୍ଚ ୨୦ରୁ ଆରମ୍ଭ ହେଉଛି । ଏହି  ପ୍ରକ୍ରିୟା ଏପ୍ରିଲ୍‌ ୨୦ ତାରିଖ ପର୍ଯ୍ୟନ୍ତ  ଚାଲିବ । 

ଆଶାୟୀମାନେ ଓପିଏସ୍‌ସିର ୱେବ୍‌ସାଇଟ୍‌ ଜରିଆରେ ଅନ୍‌ଲାଇନ୍‌ରେ  ଆବେଦନ କରିପାରିବେ । ମୋଟ ୩୪ ପଦରୁ ୧୩ଟି ପଦ ଅଣସଂରକ୍ଷିତ ରହିଥିବାବେଳେ ୪ଟି ପଦ ପଛୁଆ  ବର୍ଗ ପାଇଁ, ଅନୁସୂଚିତ ଜାତି ପାଇଁ  ୬ଟି, ଅନୁସୂଚିତ ଜନଜାତି ପାଇଁ ୮ଟି  ଓ ଭିନ୍ନକ୍ଷମଙ୍କ ପାଇଁ ୩ଟି ପଦ ସଂରକ୍ଷିତ  ରଖାଯାଇଛି । ୩୪ଟି ପଦରୁ ବିଭିନ୍ନ  ବିର୍ଗରେ ମୋଟ୍‌ ୧୧ଟି ପଦରେ ମହିଳା  ପ୍ରାର୍ଥୀ ନିଯୁକ୍ତି ପାଇବେ ବୋଲି ଓପିଏସ୍‌ସି  ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.