ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଭୋଟ ପୂର୍ବରୁ ପୋଲିସର ଜିରୋ ଟୋଲରାନ୍ସ ନୀତି, ଗଳିକନ୍ଦିରେ ପାଟ୍ରୋଲିଂ ସହ ସ୍ପେସାଲ୍ ଡ୍ରାଇଭ୍

ଭୁବନେଶ୍ଵର, ୨୪/୦୫ : ଭୋଟ ପୂର୍ବରୁ ପୋଲିସର ଜିରୋ ଟୋଲରାନ୍ସ ନୀତି। ସନ୍ଧ୍ୟାରୁ ସକାଳ ଯାଏ ଚାଲିଲା ସ୍ପେସାଲ୍ ଡ୍ରାଇଭ୍। ଗଳିକନ୍ଦିରେ ପାଟ୍ରୋଲିଂ ସହ ସନ୍ଦିଗ୍ଧ ଓ ମଦ୍ୟପଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ।

ଦିନକ ପରେ ଭୋଟ ଦେବେ ରାଜଧାୀବାସୀ। ଏଥିପାଇଁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପୁଲିସ୍ କରିଛି ସ୍ପେସାଲ୍ ଡ୍ରାଇଭ୍। ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ କରାଯାଇଛି ଜୋରଦାର ପାଟ୍ରୋଲିଂ। ରାଜରାସ୍ତାର ବିଭିନ୍ନ ଛକରେ ଉଭୟ ଟ୍ରାଫିକ ଏବଂ ଜେନେରାଲ ପୁଲିସ୍ ବ୍ଲକିଂଚେକିଂ କରି ମଦ୍ୟପ ଚାଳକଙ୍କ ଗାଡ଼ି ସିଜ୍ କରିବା ସହ ଗାଡିରୁ ମଦ ଜବତ କରିଛି । ଅନ୍ୟପଟେ ସ୍ପେଶାଲ ମୋବାଇଲ୍ ଭ୍ୟାନ ଦ୍ଵାରା ରାଜଧାନୀର ସମ୍ବେଦନଶୀଳ ବୁଥ୍ ଏବଂ ଏହାର ଆଖପାଖ ଅଞ୍ଚଳର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି। ସବୁ ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଇଛି। ସେହିପରି ବସ୍ତି ଅଞ୍ଚଳରେ ସନ୍ଦିଗ୍ଧ ପରି ବୁଲୁଥିବା ଲୋକଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ୍।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.