ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଭୋଟ ପୂର୍ବରୁ ପୋଲିସର ଜିରୋ ଟୋଲରାନ୍ସ ନୀତି, ଗଳିକନ୍ଦିରେ ପାଟ୍ରୋଲିଂ ସହ ସ୍ପେସାଲ୍ ଡ୍ରାଇଭ୍

ଭୁବନେଶ୍ଵର, ୨୪/୦୫ : ଭୋଟ ପୂର୍ବରୁ ପୋଲିସର ଜିରୋ ଟୋଲରାନ୍ସ ନୀତି। ସନ୍ଧ୍ୟାରୁ ସକାଳ ଯାଏ ଚାଲିଲା ସ୍ପେସାଲ୍ ଡ୍ରାଇଭ୍। ଗଳିକନ୍ଦିରେ ପାଟ୍ରୋଲିଂ ସହ ସନ୍ଦିଗ୍ଧ ଓ ମଦ୍ୟପଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ।

ଦିନକ ପରେ ଭୋଟ ଦେବେ ରାଜଧାୀବାସୀ। ଏଥିପାଇଁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପୁଲିସ୍ କରିଛି ସ୍ପେସାଲ୍ ଡ୍ରାଇଭ୍। ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ କରାଯାଇଛି ଜୋରଦାର ପାଟ୍ରୋଲିଂ। ରାଜରାସ୍ତାର ବିଭିନ୍ନ ଛକରେ ଉଭୟ ଟ୍ରାଫିକ ଏବଂ ଜେନେରାଲ ପୁଲିସ୍ ବ୍ଲକିଂଚେକିଂ କରି ମଦ୍ୟପ ଚାଳକଙ୍କ ଗାଡ଼ି ସିଜ୍ କରିବା ସହ ଗାଡିରୁ ମଦ ଜବତ କରିଛି । ଅନ୍ୟପଟେ ସ୍ପେଶାଲ ମୋବାଇଲ୍ ଭ୍ୟାନ ଦ୍ଵାରା ରାଜଧାନୀର ସମ୍ବେଦନଶୀଳ ବୁଥ୍ ଏବଂ ଏହାର ଆଖପାଖ ଅଞ୍ଚଳର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି। ସବୁ ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଇଛି। ସେହିପରି ବସ୍ତି ଅଞ୍ଚଳରେ ସନ୍ଦିଗ୍ଧ ପରି ବୁଲୁଥିବା ଲୋକଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ୍।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.