ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପାର୍ବଣ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡ଼ିପାରକୁ ପୁଲିସର ଗୁରୁତ୍ୱ, ଝାରପଡ଼ାରେ ଦଶହରା ସମୟ କାଟିବେ ଦାଗୀ

ଭୁବନେଶ୍ୱର,୧୩/୦୯: ଚଳିତବର୍ଷ ଦୂର୍ଗାପୂଜାକୁ ଅପରାଧମୁକ୍ତ କରିବାକୁ  କମିଶନରେଟ ପୁଲିସର ତତ୍ପରତା  ଦେଖାଇଛି । ପାର୍ବଣ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଜଧାନୀରୁ ତଡ଼ିପାର  କରିବାକୁ ଗୁରୁତ୍ୱ ଦେଉଛି । ଏଥର ଦଶହରା ପୂଜା ପେଣ୍ଡାଲରେ ଦୁର୍ଦ୍ଦାନ୍ତ  ଅପରାଧୀଙ୍କୁ ଦେଖିବାକୁ ମିଳିବନି । ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଦଶହରା ସମୟ କାଟିବେ ଦାଗୀ ।  ଏନେଇ ସବୁ ଥାନା ସ୍ତରରେ ସ୍ୱତନ୍ତ୍ର  ଅଭିଯାନ ଆରମ୍ଭ ହୋଇଥିବା ପୁଲିସ  ଆୟୁକ୍ତ ସଞ୍ଜୀବ ପଣ୍ଡା କହିଛନ୍ତି ।  

ବିଗତ ବର୍ଷରେ ପାର୍ବଣରେ ଆତଙ୍କ  ଖେଳାଉଥିବା ଅଧିକାଂଶ ପେସାଦାର  ଚୋର, ଲୁଟେରା ଏବେ କାରାଗାରରେ  କଏଦୀ ଭାବେ ଅଛନ୍ତି । ତଥାପି କିଛି  ଅଭ୍ୟାସଗତ ଏଥର ପାର୍ବଣରେ  ଆତଙ୍କ ଖେଳାଇବା ଆଶଙ୍କା ରହିଛି । ଦୁର୍ଦ୍ଦାନ୍ତମାନେ ଦାଦାବଟି ମାଗିବାରେ  ମାତିପାରନ୍ତି । ଏଭଳି ୩୦ ଜଣ ଦୁର୍ଦ୍ଦାନ୍ତ  ଓ ପେସାଦାରଙ୍କ ଏକ ତାଲିକା ପ୍ରସ୍ତୁତ  କରିଛି ପୁଲିସ । ସେମାନେ ପୂଜା  ସମୟରେ ପଦାରେ ବୁଲିପାରିବେନି । ପାର୍ବଣରେ ପରିବାର ଲୋକଙ୍କ ସହ  ରହିପାରିବେନି । ପ୍ରତିଦିନ ଥାନାରେ  ହାଜିରା ନଦେଲେ ହାତକଡି଼ ପିନ୍ଧାଇବ  ପୁଲିସ । ଚଳିତବର୍ଷ ୭ ଜଣ ଦୁର୍ଦ୍ଦାନ୍ତଙ୍କୁ  ତଡି଼ପାର୍‌ କରାଯାଇଛି ।  

ପାର୍ବଣ ବେଳେ ସହରରେ  ଚୋରା ନିଶା କାରାବାର ବଢ଼ିବା  ଆଶଙ୍କା ରହିଛି । ନିଶା କାରାବାର  ଉପରେ ପୁଲିସ ତୀକ୍ଷ୍ମ ନଜର ରଖିବ । ମଦ, ଗଞ୍ଜେଇ ଓ ବ୍ରାଉନ୍‌ସୁଗର  ବେପାରିଙ୍କୁ ଗୋଡ଼ାଇ ଗୋଡ଼ାଇ  ଧରିବ । ପ୍ରତିଦିନ ସନ୍ଧ୍ୟାରେ ସହର  ସାରା ବାଇକ୍‌ ପାଟ୍ରୋଲିଂ ଚାଲିଛି । ବିଭିନ୍ନ ଖଟିରେ ଅସାମାଜିକଙ୍କ  ଉତ୍ପାତ ରୋକିବା ସହ ମଦ୍ୟପଙ୍କ  ଗାଡ଼ିଚାଳନା ବନ୍ଦ କରିବାକୁ ଗୁରୁତ୍ୱ  ଦିଆଯାଉଛି । ଦାଦାବଟି ଓ ପୂଜା ଚାନ୍ଦା  ବାବଦରେ ତଥ୍ୟ ଦେବାକୁ ପୁଲିସ  ସମସ୍ତଙ୍କୁ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.