ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସତ୍ୟବାଦୀରେ ରାଜନୈତିକ ହିଂସା: କଟୁରୀ ଚୋଟରେ ଯୁଧିଷ୍ଠିର ଆହତ, ଅଭିଯୁକ୍ତ ଯୁବକ ଫେରାର

କଣାସ ୨୩/୫: ସତ୍ୟବାଦୀରେ ରାଜନୈତିକ ହିଂସା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ହାଣିଲେ ସେହି ଗାଁର ଯୁବକ । ରାଜନୈତିକ ବଚସାକୁ କେନ୍ଦ୍ରକରି ପାରକେଣା ବଡ଼ ପୋଖରୀ ନିକଟରେ କଟୁରୀରେ ମୁଣ୍ଡ ଓ ହାତକୁ ନିର୍ମମ ଭାବରେ ହାଣିଲେ । ବଳଙ୍ଗା ଥାନାରେ ଅଭିଯୋଗ ପରେ ଘଟଣା ବିଷୟରେ ଅବଗତ ହୋଇ ବଳଙ୍ଗା ଥାନା ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏପଟେ ଘଟଣାସ୍ଥଳରେ ବଳଙ୍ଗା ପୋଲିସ ତନାଘନା ଜାରି ରଖିଛି । ଘଟଣାରେ ଗୁରୁତରେ ହୋଇଥିବା ଯୁଧିଷ୍ଠିର ମୁଦୁଲିଙ୍କ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.