ପୁରୀ,୧୦।୮ : ଶ୍ରୀମନ୍ଦିରରେ ଶୁକ୍ରବାର ଦ୍ୱାରଫିଟା ନୀତି ୩୦ ମିନିଟ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଶ୍ରୀମନ୍ଦିର ପ୍ରଶାସନ ଜାରି କରିଛି । ପ୍ରତିହାରୀ ସେବାୟତ ଶିବ ଶଙ୍କର ମହାପାତ୍ରଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ନୋଟିସ ଜାରି କରିଛନ୍ତି। ତେବେ କିଛି ସେବାୟତ ଏହାକୁ ସ୍ବାଗତ କରିଥିବା ବେଳେ ଏହାଦ୍ବାରା ନୀତିରେ ଶୃଙ୍ଖଳା ଆସିପାରିବ ବୋଲି ମତ ରଖିଛନ୍ତି ସେବାୟତ।
ନୀରବତା ପରେ ନବୀନଙ୍କ ସଙ୍ଗଠନ ମଜଭୁତ ପାଗଭିଡ଼ା: ଅକ୍ଟ...