ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ନାନପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଛୁଟି ବାତିଲ

ପୁରୀ,୧୧/୦୬: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜରୁରୀ କାଳୀନ ପଦକ୍ଷେପ ନିଆଯାଇଛି । ଆସନ୍ତା ସ୍ନାନପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନିକ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଚଳିତ ମାସ ୨୨  ତାରିଖ ସ୍ନାନପୂର୍ଣ୍ଣିମା । ଏହି ଦିନଠାରୁ  ରଥଯାତ୍ରା ପର୍ବ ଆରମ୍ଭ । ଆସନ୍ତା ମାସ  ୭ ତାରିଖରେ ଶ୍ରୀଗୁଣ୍ଡିଚା ଓ ୧୯  ନୀଳାଦ୍ରି ବିଜେ । ନୀଳାଦ୍ରି ବିଜେ ସହ  ରଥଯାତ୍ରା ଶେଷ ହୋଇଥାଏ । ଏହି ସମୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ପଦକ୍ଷେପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.