ସାନଖେମୁଣ୍ଡି,୧୬।୧୧ : ହିଞ୍ଜିଳି ଥାନା ବାଳକୃଷ୍ଣପୁର ଓ ଡି ପାଟପୁର ମଧ୍ୟବର୍ତ୍ତୀ ରାସ୍ତାରେ ପୁଲିସ ଭ୍ୟାନ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ର ଗୁରୁତର ହୋଇଛି। ଗୁରୁତର ଛାତ୍ରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଛାତ୍ର ଜଣଙ୍କ ହେଲେ ଆସିକା ଥାନା ଅଞ୍ଚଳର କାହ୍ନୁଚରଣ ଦାଶ । ଗୁରୁତର ଆହତ ଜଣଙ୍କ ଆସିକା ଅଞ୍ଚଳର ଦିପକ ପ୍ରଧାନ ବୋଲି ଜଣାପଡିଛି।

ନେତା ଦୌଡ଼ରେ ଅଫିସର୍: ବହୁ ଆଇଏଏସ୍, ଓଏଏସ୍ ଓ ପୁଲିସ...