ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବଦଳି, ମିଳିଲା ବଡ ଦାୟିତ୍ବ...

ଭୁବନେଶ୍ବର : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ ଦାୟିତ୍ବ । ଓଡିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ମିଳିଛି । ଅପରପକ୍ଷେ ବରିଷ୍ଠ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଦାୟିତ୍ବ ମିଳିଛି । ଏଥିସହ ସେ ଓଡିଆ ଭାଷା ସଂସ୍କତି ବିଭାଗର ଦାୟିତ୍ବ ମଧ୍ୟ ତୁଲାଇବେ । ଗୁରୁବାର ବିଜେପିର ଏକ ପ୍ରତିନିଧି ମଣ୍ଡଳ ECIଙ୍କ ନିକଟରେ ଫେରାଦ ହେବା ପରେ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ ଆୟୋଗ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.