ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରତାପଙ୍କୁ ଶୁଭେଚ୍ଛା ଜଣାଇଲେ ସମର୍ଥକ; ଟିକେଟ ପାଇବା ପରେ ମିଠା ଖୁଆଇଲେ, ରଙ୍ଗ ମାରିଲେ

ନୀଳଗିରି, ୨୫।୩: ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ସାଂସଦ ଭାବେ ବିଜେପିରେ କିଏ ପ୍ରାର୍ଥୀ ହେବ ଏନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ବର୍ତ୍ତମାନ ସବୁ କଳ୍ପନାର ଅନ୍ତ ଘଟି ପୁଣି ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ନରେନ୍ଦ୍ର ମୋଦୀ ଆସ୍ଥା ରଖିଛନ୍ତି । ଗତକାଲି ପ୍ରତାପଙ୍କ ନାଁ ଘୋଷଣା ପରେ ରବିବାର ସକାଳୁ ତାଙ୍କ ଘର ଆଗରେ ଭିଡ଼ ଜମିଛି । ପ୍ରଶଂସକମାନେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ସେପଟେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପୂର୍ବ ଭଳି ଜାରି ରଖିଥିବା ନିଜ ଜୀବନ ଶୈଳୀ ଭିତରେ କାର୍ଯ୍ୟ କରୁଥିବା ବେଳେ ପ୍ରଶଂସକଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି । ତେବେ ବିଗତ ବର୍ଷରେ ବାଲେଶ୍ଵରର ବିକାଶକୁ ପାଥେୟ କରି ଲୋକଙ୍କ ପାଖରେ ପୁଣି ପହଞ୍ଚିବା ସହିତ ବିଜେଡି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବେ ବୋଲି ସୂଚନା ଦେଇଛନ୍ତି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.