ପ୍ରାଥମିକ ଶିକ୍ଷକ ସଂଘ, ଜୟପାଟଣା ବ୍ଲକର ସଭାପତି ବିଜୟ କୁମାର ଯୋଷୀ ଏବଂ ସମ୍ପାଦକ ଲଳିତ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଧାରଣା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ଲକ କ୍ରୀଡ଼ା ଓ କଳା ଶିକ୍ଷକ ସଙ୍ଘର ସଭାପତି ଅମିୟ କୁମାର ପଟ୍ଟନାୟକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ ସୁରେଶ କୁମାର ପଣ୍ଡା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଠାକୁର, ଅଶୋକ କୁମାର ମୁଣ୍ଡ, ଗୋବର୍ଦ୍ଧନ ବିଶ୍ବାଳ, ରମାକାନ୍ତ ମାଝୀ, ମାନସ ରଞ୍ଜନ ପଣ୍ଡା , ଅନନ୍ତ ନାରାୟଣ ପଣ୍ଡା, ରଶ୍ମିତା ବେହେରା, ମନସ୍ବିନୀ ମିଶ୍ର, ସସ୍ମିତା ନାଏକ, ଦେବେନ୍ଦ୍ର ରାଉତ, କ୍ଷମାସାଗର ରାଉତ, ସିଦ୍ଧାର୍ଥ କୁମାର ମିଶ୍ରଙ୍କ ସମେତ ବ୍ଲକ୍ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଆକ୍ରମଣ ମାମଲାର ୧୮ ବର୍ଷ ପରେ ଆସିଲା ରାୟ, ୬ ଜଣ ଅଭିଯ...