ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ରୋଷେଇ କରୁଥିବା ସମୟରେ ଗ୍ୟାସ ଚୁଲାରେ ପୋଡି ହୋଇ ପୋଲିଂ ଅଫିସର ଗୁରୁତର

ଆସ୍କା,୧୯।୫ : ରୋଷେଇ କରୁଥିବା ସମୟରେ ଗ୍ୟାସ ଚୁଲାରେ ପୋଡି ହୋଇ ଜଣେ ପୋଲିଙ୍ଗ ଅଫିସର ଗୁରୁତର । ଗୁରୁତର ଜଣକ ହେଲେ ସୁବାଷ ଚନ୍ଦ୍ର ପାତ୍ର । ସୁବାସ ଆସିକା ସୁଗାର ଫ୍ୟାକ୍ଟ୍ରିରେ ଏନାମର ଭାବେ କାର୍ଯ୍ୟ କରୁଥିଲେ । 

ସୁବାଷଙ୍କୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତର ପଦନାପୁର ଗ୍ରାମରେ   ୧୦୩ ନମ୍ବର ବୁଥରେ ପୋଲିଙ୍ଗ ଅଫିସର ରୂପେ ଦାୟିତ୍ୱ ଦିଆ ଯାଇଥିଲା । ସେଠାରେ ବୁଥ ଦାୟିତ୍ବ ରେ ଥିବା କର୍ମଚାରୀମାନେ ସ୍କୁଲ ରୁମରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ସୁବାଷ ଆହାତ ହୋଇଥିଲେ। ତାଙ୍କ ଦୁଇ ଗୋଡ଼ ପୋଡି ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଶେରଗଡ଼ ପରେ ଧରାକୋଟ ସେଠାରୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇ ଚିକିତ୍ସା କରାଯାଉଛି।

ଆହୁରି ପଢନ୍ତୁ : ବେତାର ଗାଁରେ ଗୋଷ୍ଠୀ ସଂର୍ଘଷ, ଜଣେ ଆହତ : ଉତ୍ତ୍ୟକ୍ତ ଲୋକଙ୍କ ଭଞ୍ଜନଗର-ଦଶପଲ୍ଲା ରାସ୍ତା ଅବରୋଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.