ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରୋଷେଇ କରୁଥିବା ସମୟରେ ଗ୍ୟାସ ଚୁଲାରେ ପୋଡି ହୋଇ ପୋଲିଂ ଅଫିସର ଗୁରୁତର

ଆସ୍କା,୧୯।୫ : ରୋଷେଇ କରୁଥିବା ସମୟରେ ଗ୍ୟାସ ଚୁଲାରେ ପୋଡି ହୋଇ ଜଣେ ପୋଲିଙ୍ଗ ଅଫିସର ଗୁରୁତର । ଗୁରୁତର ଜଣକ ହେଲେ ସୁବାଷ ଚନ୍ଦ୍ର ପାତ୍ର । ସୁବାସ ଆସିକା ସୁଗାର ଫ୍ୟାକ୍ଟ୍ରିରେ ଏନାମର ଭାବେ କାର୍ଯ୍ୟ କରୁଥିଲେ । 

ସୁବାଷଙ୍କୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତର ପଦନାପୁର ଗ୍ରାମରେ   ୧୦୩ ନମ୍ବର ବୁଥରେ ପୋଲିଙ୍ଗ ଅଫିସର ରୂପେ ଦାୟିତ୍ୱ ଦିଆ ଯାଇଥିଲା । ସେଠାରେ ବୁଥ ଦାୟିତ୍ବ ରେ ଥିବା କର୍ମଚାରୀମାନେ ସ୍କୁଲ ରୁମରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ସୁବାଷ ଆହାତ ହୋଇଥିଲେ। ତାଙ୍କ ଦୁଇ ଗୋଡ଼ ପୋଡି ଯାଇଥିବା ବେଳେ ତାଙ୍କୁ ପ୍ରଥମେ ଶେରଗଡ଼ ପରେ ଧରାକୋଟ ସେଠାରୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇ ଚିକିତ୍ସା କରାଯାଉଛି।

ଆହୁରି ପଢନ୍ତୁ : ବେତାର ଗାଁରେ ଗୋଷ୍ଠୀ ସଂର୍ଘଷ, ଜଣେ ଆହତ : ଉତ୍ତ୍ୟକ୍ତ ଲୋକଙ୍କ ଭଞ୍ଜନଗର-ଦଶପଲ୍ଲା ରାସ୍ତା ଅବରୋଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.