ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

F-16 ଫାଇଟର ଜେଟ୍‌ ସହ ଯୁଦ୍ଧକୁ ଓହ୍ଲାଇଲା ୟୁକ୍ରେନ, ଏବେ ରୁଷ୍‌କୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ – ୟୁକ୍ରେନ୍‌ର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଘୋଷଣା କରିଛନ୍ତି। ୟୁକ୍ରେନର ପାଇଲଟମାନେ ଦେଶ ଭିତରେ ସଂଚାଳିତ ପାଇଁ ଏଫ୍‌-୧୬ ଫାଇଟର ଜେଟ୍‌ ଉଡ଼ାଇବା ଆରମ୍ଭ କରି ଦେଇଛନ୍ତି। ସେ କହିଛନ୍ତି, ଏଥିରେ ରୁଷ୍‌ ବିରୋଧ ଯୁଦ୍ଧରେ ଖୁବ୍‌ ସାହାଯ୍ୟ ମିଳିବ। ଜେଲେନସ୍କି ନିଜ ପାଇଲଟଙ୍କର ମଧ୍ୟ ସାହାସ ବଢାଇଛନ୍ତି, ଯିଏ ଏହି ଅତ୍ୟାଧୁନିକ ଡେଟ୍ସକୁ ଉଡ଼ାଇବାରେ ଦକ୍ଷତା ହାସଲ କରୁଛନ୍ତି।

ଏଫ୍‌-୧୬ ଆସବା ସତ୍ତ୍ୱେ, ଜେଲେନସ୍କି ସ୍ୱୀକାର କରିଛନ୍ତି ଯେ , ୟୁକ୍ରେନ୍‌ରେ ଏବେ ମଧ୍ୟ ପର୍ଯ୍ୟାପ୍ତ ପ୍ରଶିକ୍ଷିତ ପାଇଲଟଙ୍କ ଅଭାବ ରହିଛି ଏବଂ ୟୁକ୍ରେନକୁ ଆହୁରି କେତେ ଜେଟ୍‌ ମିଳିବ ଏହା ସ୍ପଷ୍ଟ ହୋଇନାହିଁ। ଜେଲେନସ୍କି ନିଜର ପାଇଲଟଙ୍କୁ ଆଶା ଦେଇଛନ୍ତି କି ରୁଷ୍‌ ବିରୋଧ ଯୁଦ୍ଧକୁ ଦୃଢତା ପ୍ରଦାନ କରିବେ। ହେଲେ ସେପଟେ ରୁଷ୍‌ ମଧ୍ୟ ୟୁକ୍ରେନକୁ ଚେତାବନୀ ଦେଇଛି। ରୁଷ୍‌ କହିଛି , ସେ ସେନାର ଠିକଣା ସ୍ଥାନକୁ ଟାର୍ଗେଟ୍‌ କରିବ , ବିଶେଷକରି ସେହି ସବୁ ସ୍ଥାନ ଗୁଡ଼ିକୁ ଟାର୍ଗେଟ୍‌ କରାଯାଇ ପାରେ ଯେଉଁଠି ଏଫ୍-୧୬କୁ ରଖାଯିବ। 

ୟୁକ୍ରେନ୍ ରାଷ୍ଟ୍ରପତି ଆଶା କରିଛନ୍ତି କି , ତାଙ୍କୁ ଆହୁରି ମଧ୍ୟ ଏଫ୍‌-୧୬ ଜେଟ୍‌ ମିଳିବ। ଆମେରିକାର ସହଯୋଗୀ ଦେଶମାନେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅପିଲ୍‌ରେ ,ୟୁକ୍ରେନକୁ ଏଫ୍‌-୧୬ ପ୍ରଦାନ କରାଇଛନ୍ତି। ୟୁକ୍ରେନକୁ ୬ ଟି ଅତ୍ୟାଧୁନିକ ଜେଟ୍‌ ଦିଆଯିବାକୁ ଅଛି , ଯେଉଁଥିରେ ସେ ରୁଷ୍‌ ବିରୁଦ୍ଧରେ ଯୁଦ୍ଧ ଲଢିବାରେ ସାହାଯ୍ୟ ପାଇବ । ଏବେ ଏଥିରୁ କିଛି ଜେଟ୍‌ ୟୁକ୍ରେନ୍‌କୁ ମିଳିଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.