ବାରଙ୍ଗ, ୯।୧୧ ଭୁବନେଶ୍ବରରେ ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ଖସି ପଡ଼ିଲେ ମହିଳା । ୮ ତାଲାରୁ ଖସି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଦିପ୍ତିମୟୀ ଦାସ୍ । ମହିଳା ଜଣକ ଛାତ ଉପରେ ବୁଲୁଥିବା ବେଳେ ଅଘଟଣ ଘଟିଛି। ନନ୍ଦନକାନନ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...