ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଧାନ ବିଲରେ ହାତୀ ଆକ୍ରମଣରେ ଚାଷୀ ଗୁରୁତର

ଢେଙ୍କାନାଳ, ୧୦।୧୧: ଧାନ ବିଲରେ ଚାଷୀଙ୍କୁ କଚାଡ଼ି ଦେଲା ଦନ୍ତା । ଗଁନ୍ଦିଆ ଆଙ୍କୁର୍ଦ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ଗୁରୁତର । ଗୁରୁତର ଚାଷୀ ଜଣକ ଆଙ୍କୁର୍ଦ ଗ୍ରାମର କାଳନ୍ଦୀ ପ୍ରଧାନ ବୋଲି ଜଣାପଡ଼ିଛି । ଗୁରୁତର କାଳନ୍ଦୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା । ଧାନ କାଟିବାକୁ ବିଲକୁ ଯାଇଥିବା ବେଳେ ଦନ୍ତ ହାତୀଟି ତାଙ୍କୁ ଦଳିଦେଇଥିବା ଗ୍ରାମବାସୀ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.