ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିଦ୍ୟାଳୟ ଭିତରେ ୧୦କୁଇଣ୍ଟାଲ ଚାଉଳ ଓ କାଠ ଗାଏବ, ଥାନାରେ ଅଭିଯୋଗ

ନୀଳଗିରି,୪/୧୧ : ନୀଳଗିରି ବ୍ଲକ ଅଧିନ ଚତର ଅଞ୍ଚଳରେ ଥିବା ଉମା ଅର୍ଜ୍ଜୁନ ବାଳିକା ଉଚ୍ଚ ବିଦ୍ୟାଳୟ ଭିତରୁ ୧୦ କୁଇଣ୍ଟାଲ ଚାଉଳ ଓ ଜାଳେଣି କାଠ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତ ଦୁର୍ଗାପୂଜା ଛୁଟିରେ ହଷ୍ଟେଲରେ ଥିବା ଛାତ୍ରୀମାନେ ଘରକୁ ଯାଇଥିଲେ। ୩୦ ତାରିଖରେ ଛୁଟି ଖୋଲିବା ପରେ ବିଦ୍ୟାଳୟ ଖୋଲିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ପୁଷ୍ପାଞ୍ଜଳି ଶତପଥୀ ଆସି ବିଦ୍ୟାଳୟ ଖୋଲିବା ପରେ ୧୦ କୁଇଣ୍ଟାଲ ଚାଉଳ ଥିବା ଜାଣିବାକୁ ପାଇଥିଲେ । ଏପରିକି ଗଛିତ ଜାଳେଣି କାଠ ମଧ୍ୟ ନଥିଲା।ସିସି ଟିଭି ବନ୍ଦ କରାଯାଇ ଅତି ଚତୁରତାର ସହ ଏଭଳି ଚୋରି ହୋଇଥିବା ଜଣାପଡିଛି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶତପଥୀ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ପୋଲିସ ଘଟଣା ଉପରେ ତଦନ୍ତ ଆରମ୍ବ କରିଥିବା ଜଣାପଡିଛି । ତେବେ ଘଟଣାଟି ବିଳମ୍ବରେ ଲୋକ ଲୋଚନକୁ ଆସିବା ପରେ ଘଟଣା ପଛରେ କାହାର ହାତ ଅଛି ସାମ୍ନାକୁ ଆଣିବାକୁ ଦାବି ହୋଇଛି।

 

Copyright © 2022 - Summa Real Media Private Limited. All Rights Reserved.