ପାରାଦ୍ଵୀପ, ୨୬।୮ : ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ସମୁଦ୍ରରୁ ବିପଦ ସଙ୍କୁଳ ଅବସ୍ଥାରେ ୧୩ ନାବିକ ଉଦ୍ଧାର କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ନାବିକମାନଙ୍କୁ ଉଦ୍ଧାର କରିଛନ୍ତି। ଜାହାଜଟି ବୁଡି ଯିବାରୁ ନାବିକମାନେ ବିପଦରେ ଥିଲେ । କୋଷ୍ଟଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ମଙ୍ଗଳବାର ଉଦ୍ଧାର ପାଇଥିବା ନାବିକ ପାରାଦୀପରେ ପହଞ୍ଚିବେ ବୋଲି ପାରାଦୀପ କୋଷ୍ଟଗାର୍ଡ ସୂଚନା ଦେଇଛନ୍ତି।
ରବିବାର