ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଫାଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ, ୨ ଗିରଫ

କଟକ, ୨୩।୬ : କଟକ ଆରପିଏଫ ପୋଲିସ ଯାଜପୁର ନିକଟରୁ ଫାଲକନାମା ଏକ୍ସପ୍ରେସରୁ ଚବିଶ ଲକ୍ଷ ଟଙ୍କା ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ  ବିହାର ଅଞ୍ଚଳର ରାମ ନାରାୟଣ ଯାଦବ ଓ ଶେଖ ସିରାଜ।

ଉଭୟ ଅଭିଯୁକ୍ତ ତେଲେଙ୍ଗାନାର ନାଲଗୋଣ୍ଡା ଅଞ୍ଚଳରେ ଲୋକଙ୍କୁ ଠକି ଟଙ୍କା ନେଇ ଫେରାର  ହୋଇ ଯାଇଥିଲେ ।ନାଲଗୋଣ୍ଡା ଥାନା ପୋଲିସ ଖବର ଅନୁସାରେ ଧରିଥିଲା କଟକ ଆରପିଏଫ। ଉଭୟ ଅଭିଯୁକ୍ତଙ୍କୁ ନାଲଗୋଣ୍ଡା ଥାନା ପୋଲିସ ନେଇଥିବା ସୂଚନା ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.