ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ପଥର ତଳେ ଚାପି ହୋଇ ୨ ମୃତ, ୨ ଗୁରୁତର

ବ୍ରହ୍ମପୁର,୧୩।୯  ଆଙ୍କୁଶପୁର ମୌଜାର ଏକ ପଥର କୁଆଁରୀରେ ଗ୍ରାନାଇଟ ପଥର ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ମୃତକ ହେଲେ ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଲିକାଢିହ  ଗ୍ରାମର  ଗୋବିନ୍ଦ ମଳିକ ଓ  ଜଗା ମଳିକ। ସେହିପରି  ଦୁଇ ଗୁରୁତର ହେଲେ କୃଷ୍ଣ ବେହେରା ଓ ସୁଦର୍ଶନ ବଡ଼ରଇତ।  ପଥର ତଳୁ ୨ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବଡ଼ ମେଡିକାଲକୁ ପଠା ଯାଇଛି। ଘଟଣାର ପୁଲିସର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ଭୁଶୁଡିଲା ସ୍କୁଲ୍ , ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

Copyright © 2022 - Summa Real Media Private Limited. All Rights Reserved.