ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଜଣା ଗାଡି ଧକ୍କା ବାଇକ ଚାଳକଙ୍କ ଚଲିଗଲା ଜୀବନ, ଅଞ୍ଚଳବାସୀଙ୍କ ରାସ୍ତାରୋକ୍

ନୀଳଗିରି,୦୧/୦୩:ବାଲେଶ୍ଵର ଜିଲ୍ଲା ନୀଳଗିରି -ମିତ୍ରପୁର ରାସ୍ତା ଷ୍ଟେସନସାହି ରାସ୍ତାରେ ବାଇକ ଅରୋହୀ ଉପରେ ଚଢ଼ିଗଲା ଅଜଣା ଗାଡି।ଘଟଣା ସ୍ଥଳରେ ଯୁବକ ମୃତ ଘଟିଥିବା ଜଣାପଡିଛି। ମୃତକ ହେଲେ ମିତ୍ରପୁର ଅଞ୍ଚଳର ଗଜେନ୍ଦ୍ର ନାୟକ।

ସୂଚନା ମୁତାବିକ, ଗୁରୁବାର ମଧ୍ୟରାତ୍ରରେ ଏକ ଅଜଣା ଗାଡି ଯୁବକ ଜଣଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡିଛି। ଦୁର୍ଘଟଣାସ୍ଥଳ ଯୁବକଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି। ରାସ୍ତାକୁ ବିପଦ ସଂକୁଳ ଅବସ୍ଥାରେ ପକାଇବା ଓ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଓ ମୃତକଙ୍କ ପରିବାର ରାସ୍ତା ରୋକ କରିଛନ୍ତି।ତେବେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.