ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନି ମୃତ, ୨୧କୁ ଖସିଲା ସଂଖ୍ୟା

ବାରଙ୍ଗ,୧୦/୧୧: ନନ୍ଦନକାନନ  ପ୍ରାଣୀ ଉଦ୍ୟାନର ୨୯(ଖ) ଖୁଆଡ଼ରେ  ରହୁଥିବା ଆଫ୍ରିକୀୟ ସିଂହୀ ‘ବିନି’ର  ଗୁରୁବାର ମୃତ୍ୟୁ ଘଟିଛି । ମୃତ୍ୟୁର  କାରଣ ଜଣାପଡ଼ିନାହିଁ । ଶୁକ୍ରବାର ଓୟୁଏଟିର ଡାକ୍ତରୀ ଟିମ ମୃତଦେହ  ବ୍ୟବଚ୍ଛେଦ କରିବା ପରେ ନମୁନାକୁ  ପରୀକ୍ଷା ପାଇଁ ପଠାଇଛନ୍ତି । 

କିଛି ଦିନ  ହେବ ସିଂହୀ ‘ବିନି’ ଅସୁସ୍ଥ ଥିଲା । ଠିକ୍‌  ଭାବରେ ସେ ଖାଦ୍ୟ ଗ୍ରହଣ କରୁନଥିଲା ।  ପ୍ରାଣୀ ଚିକିତ୍ସାଳୟର ଡାକ୍ତରୀ ଟିମ  ତା’ର ଚିକିତ୍ସା କରିଥିଲେ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ନହେବାରୁ ଓୟୁଏଟି ଡାକ୍ତରୀ  ଦଳଙ୍କ ସାହାଯ୍ୟ ନିଆଯାଇଥିଲା । ମାତ୍ର  ଦୁଇ ଡାକ୍ତରୀ ଟିମର ଚିକିତ୍ସା ସତ୍ତେ୍ୱ  ‘ବିନି’ ଆଖି ବୁଜିଥିଲା । ସିଂହୀ ବିନିର  ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ  ସିଂହ ସଂଖ୍ୟା ୨୧କୁ ଖସିଆସିଛି ।

Copyright © 2022 - Summa Real Media Private Limited. All Rights Reserved.