ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେବ୍ରୁଆରୀ ୮ ସୁଦ୍ଧା ଅପଲୋଡ୍‌ ହେବ ଯୁକ୍ତ ୨ ଇଣ୍ଟରନାଲ୍‌ ମାର୍କ, ଆଜିଠୁ ଆରମ୍ଭ ହେବ ଅପଲୋଡ୍ ପ୍ରକ୍ରିୟା

ଭୁବନେଶ୍ୱର,୦୨/୦୨: ଫେବ୍ରୁଆରୀ ୮ ସୁଦ୍ଧା ଯୁକ୍ତ ୨  ଇଣ୍ଟରନାଲ୍‌ ଟେଷ୍ଟର ମାର୍କ ଅପଲୋଡ୍‌  କରିବେ କଲେଜ କର୍ତ୍ତୃପକ୍ଷ । ଶୁକ୍ରବାରଠୁ ଏହି ପ୍ରକ୍ରିୟା ଆରମ୍ଭ  ହେବ । ଉଭୟ ଥିଓରୀ ଏବଂ  ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପରର ମାର୍କକୁ ଅପଲୋଡ୍‌ କରାଯିବ ।  ପ୍ରତ୍ୟେକ ପୃଷ୍ଠାର ମୂଲ୍ୟାୟନ  କରାଯାଇ ସେଥିରେ ଦସ୍ତଖତ  ରହିବ । ଏହି ରେକର୍ଡକୁ ସର୍ବନିମ୍ନ  ଭାବେ ୪ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ  କରିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.