ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ଫେବ୍ରୁଆରୀ ୮ ସୁଦ୍ଧା ଅପଲୋଡ୍‌ ହେବ ଯୁକ୍ତ ୨ ଇଣ୍ଟରନାଲ୍‌ ମାର୍କ, ଆଜିଠୁ ଆରମ୍ଭ ହେବ ଅପଲୋଡ୍ ପ୍ରକ୍ରିୟା

ଭୁବନେଶ୍ୱର,୦୨/୦୨: ଫେବ୍ରୁଆରୀ ୮ ସୁଦ୍ଧା ଯୁକ୍ତ ୨  ଇଣ୍ଟରନାଲ୍‌ ଟେଷ୍ଟର ମାର୍କ ଅପଲୋଡ୍‌  କରିବେ କଲେଜ କର୍ତ୍ତୃପକ୍ଷ । ଶୁକ୍ରବାରଠୁ ଏହି ପ୍ରକ୍ରିୟା ଆରମ୍ଭ  ହେବ । ଉଭୟ ଥିଓରୀ ଏବଂ  ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପରର ମାର୍କକୁ ଅପଲୋଡ୍‌ କରାଯିବ ।  ପ୍ରତ୍ୟେକ ପୃଷ୍ଠାର ମୂଲ୍ୟାୟନ  କରାଯାଇ ସେଥିରେ ଦସ୍ତଖତ  ରହିବ । ଏହି ରେକର୍ଡକୁ ସର୍ବନିମ୍ନ  ଭାବେ ୪ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ  କରିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.