ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ

ଭୁବନେଶ୍ଵର, ୦୬/୧୨ : ରାଜଧାନୀରେ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା। ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି। କେମିତି ଚୋରି ହେଉଛି ଏବଂ ଚୋରିର ତରିକା ଉପରେ ଲୋକଙ୍କୁ ସଚେତନ କରିବ ପୋଲିସ। ଏନେଇ ପ୍ରତି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାନୁଯାୟୀ, ନୂଆବର୍ଷ ପୂର୍ବରୁ ପୋଲିସର ସ୍ଵତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବ। ଚୋରି ନେଇ ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ ସଚେତନ କରିବ କମିଶନରେଟ ପୋଲିସ। ବାହାର ରାଜ୍ୟ ଲୁଟେରାଙ୍କ ଉପରେ ପୋଲିସର କଡ଼ା ନଜର ରହିବ। ସେହିପରି ହୋଟେଲରେ ମଧ୍ୟ ଚେକିଂ କଡ଼ାକଡ଼ି ହେବ। ସେପଟେ ଅପରାଧିଙ୍କୁ ଧରିବା ପାଇଁ ନୂଆ ଟେକ୍ନୋଲୋଜି ଆଣିଲା କମିଶନରେଟ ପୋଲିସ। ଫରେନସିକ୍ ଟିମ୍ ପାଖରେ ନୂତନ ଜ୍ଞାନ କୌଶଳର ଫିଙ୍ଗର ପ୍ରିଣ୍ଟ ସ୍କାନର ରହିଛି। ଏହାଦ୍ୱାରା ସନ୍ଦିଗ୍ଧଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ୍ କରି ସେମାନଙ୍କ ଟ୍ରାକ୍ ରେକର୍ଡ ବାହାର କରି ପାରିବ ପୋଲିସ।

Also Read :-

ଲିଙ୍ଗ ଅନୁପାତରେ ୬ଷ୍ଠ ସ୍ଥାନରେ ଓଡ଼ିଶା, ହଜାରେ ପୁଅରେ ୯୨୫ ଝିଅ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.