ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

Exit Polls: ରାଜସ୍ଥାନ କାହାର ? ଶାସନ ପରିବର୍ତ୍ତନ ନେଇ ଏକଜିଟ୍‌ ପୋଲରେ ଇସାରା

ଜୟପୁର: ୫ ରାଜ୍ୟରେ କିଏ ମାରିବ ବାଜି । ଡିସେମ୍ବର ୩ରେ ଭୋଟ ଗଣତି ହେବାକୁ ଥିବା ଆଜି ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିଛି । ଏକଜାଟ୍‌ ରେଜଲ୍ଟ ପୂର୍ବରୁ ଏକଜିଟ୍‌ ପୋଲର ରିପୋର୍ଟ  ଚମକାଇ ଦେଇଛି । ଏଥର ରାଜସ୍ଥାନରେ ପୁଣି ଥରେ ପରମ୍ପରା ବଜାୟ ରହିପାରେ । ସରକାର ଗଢ଼ିପାରେ ବିଜେପି । 

ପୂର୍ବ ପାଳିରେ କଂଗ୍ରେସ ସରକାର ଗଢ଼ିଥିବା ବେଳେ ଏଥର ଶାସନକୁ ଫେରିପାରେ ବିଜେପି । ପରାଜୟର ସାମ୍ନା କରିବାକୁ ପଡ଼ିପାରେ  କଂଗ୍ରେସକୁ । ରାଜସ୍ଥାନରେ କଂଗ୍ରେସ ସରକାରକୁ ଝଟକା ଲାଗିପାରେ । ବିଭିନ୍ନ ମିଡିଆ ନିର୍ବାଚନ ସମ୍ପର୍କିତ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ କରିଛନ୍ତି । ତେବେ କେଉଁ ମିଡିଆର ଏକ୍‌ଜିଟ୍ ପୋଲ୍ ରିପୋର୍ଟ କ’ଣ କହୁଛି ଆସନ୍ତୁ ଜାଣିବା।

Dainik Bhaskar

ବିଜେପି:୯୮-୧୦୫

କଂଗ୍ରେସ: ୮୫-୯୫

India Today-Axis My India

ବିଜେପି:୮୦-୧୦୦

କଂଗ୍ରେସ: ୮୬-୧୦୬

Jan KI Baat

ବିଜେପି: ୧୦୦-୧୨୨

କଂଗ୍ରେସ: ୬୨-୮୫

Today’s Chanakya

ବିଜେପି: ୧୫୧

କଂଗ୍ରେସ: ୭୪

Republic Tv

ବିଜେପି: ୧୧୮-୧୩୦

କଂଗ୍ରେସ: ୯୧-୧୦୭

TV9 Bharatvarsh(Polstart)

ବିଜେପି: ୧୦୬-୧୧୬

କଂଗ୍ରେସ: ୧୧୧-୧୨୧

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.