ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କିଛି ସମୟ ପାଇଁ କାମ କଲାନି ମୁମ୍ୱାଇ ଓ ଦିଲ୍ଲୀ ପୁଲିସର ୱେବସାଇଟ୍ , ଏହି କାରଣରୁ ହୋଇଥିଲା ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀ ଓ ମୁମ୍ୱାଇ ପୁଲିସର ୱେବସାଇଟ ହଠାତ୍‌ ଡାଉନ୍‌ ହୋଇ ଯାଇଥିଲା। କିଛି ସମୟ ପରେ ଦିଲ୍ଲୀ ପୁଲିସର ୱେବସାଇଟ୍‌ ପୂର୍ବଭଳି କାମ କରିବାକୁ ଲାଗିଲା , ଏହାସହ ମୁମ୍ୱାଇ ପୁଲିସର ଅଫିସିଆଲି ୱେବସାଇଟ୍‌ ଖବର ଲେଖିବା ବେଳକୁ ବି ଖୋଲି ନଥିଲା। ମୁମ୍ୱାଇ ପୁଲିସ ଏହି ମାମଲାରେ ବୟାନ ଜାରି କରି ୱେବସାଇଟ ଡାଉନ୍‌ ହେବାର କାରଣ କହିଛି। 

ମୁମ୍ୱାଇ ପୁଲିସ କହିଛି , ତାଙ୍କର ଅଫିସିଆଲି ୱେବସାଇଟ୍‌ ସର୍ଭରର ସମସ୍ୟା କାରଣରୁ ଡାଉନ ଅଛି। ସେପଟେ ଦିଲ୍ଲୀ ପୁଲିସ ଏହି ମାମଲାରେ ବର୍ତ୍ତମାନ କୌଣସି ସୂଚନା ଦେଇ ନାହିଁ। ଉଭୟ ପୁଲିସର ୱେବସାଇଟ୍‌ ଏମିତି ସମୟରେ ଡାଉନ ହୋଇଛି , ଯେବେ ସାରା ବିଶ୍ୱର ଅନେକ ବଡ଼ ବଡ଼ ନେତା ମାନେ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚୁଛନ୍ତି। 

ମାଇକ୍ରୋ ବ୍ଲଗିଂ ୱେବସାଇଟ୍‌ ଏକ୍ସ’ରେ ଅନେକ ଏକ୍ସପର୍ଟ୍ସ ଦାବି କରୁଛନ୍ତି କି, ଏମିତି ସାଇବର ଆଟାକ୍‌ କାରଣରୁ ହୋଇପାରେ। ଉଲ୍ଲେଖନୀୟ ଯେ, ଜି-୨୦କୁ ନେଇ ଭାରତରେ ସାଇବର ଆଟାକ୍‌ରୁ ରକ୍ଷା ପାଇବା ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସାଇବର ସିକ୍ୟୁରିଟି ବିଶେଷଜ୍ଞଙ୍କୁ ବିଶେଷ ସ୍ତରରେ ଏଥିରୁ ବର୍ତ୍ତିବା ପାଇଁ କୁହାଯାଇଛି। ଅନେକ ଥର ଏହିପରି ବଡ଼ ବଡ଼ ଇଭେଣ୍ଟ ବେଳେ ହ୍ୟାକରମାନେ ସାଇବର ଆଟାକ୍‌ କରି ଅନେକ ଜରୁରୀ ୱେବସାଇଟ୍‌କୁ ଅକାମୀ କରି ଦେଇଥାନ୍ତି। 

ହେଲେ ଅଫିସିଆଲି ବୟାନରେ କୌଣସି ପ୍ରକାରର ସାଇବର ଆଟାକ୍‌ର କୌଣସି ସୂଚନା ଦିଆଯାଇ ନାହିଁ। କହି ରଖୁଛୁ କି , ଏହି ସମୟରେ ଦିଲ୍ଲୀ ଏକ ହଟ୍‌ ସ୍ପଷ୍ଟ ହୋଇ ଯାଇଛି। ପୁଲିସ ଚାରିଆଡ଼େ ମୁତୟନ ହୋଇଛନ୍ତି। ୯ ସେପ୍ଟେମ୍ୱର ଓ ୧୦ ସେପ୍ଟେମ୍ୱରରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ୱର ୨୦ଟି ସବୁଠୁ   ଶକ୍ତିଶାଳୀ  ଦେଶର ନେତା ଯୋଗ ଦେଉଛନ୍ତି । ଭାରତ ମଣ୍ଡପମ୍‌ରେ ହେବାକୁ ଥିବା ଏହି ସମ୍ମିଳନୀକୁ ନେଇ ପୁଲିସ ପୂରା ସୁରକ୍ଷା ବ୍ୟବସ୍ଥା  କଡା କରି କରିଛି। 

Copyright © 2022 - Summa Real Media Private Limited. All Rights Reserved.