ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ରକ୍ତଦାନ କରି ଜଣେ ମହିଳା ୩ଟି ଜୀବନକୁ ବଞ୍ଚାଇ ଦେଲେ

Published By : Prameya | September 3, 2024 9:28 PM

ନବରଙ୍ଗପୁର, ୩/୯ : ରକ୍ତହୀନତାର ଶୀକାର ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ ଜଣେ ମହିଳା ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । କେବଳ ଜଣେ ମହିଳାଙ୍କର ଜୀବନ ନୁହେଁ, ଗର୍ଭବତୀ ମହିଳାଙ୍କ ସମେତ ତାଙ୍କର ଜନ୍ମିତ ଜାଆଁଳା ଶିଶୁ କନ୍ୟାର ଜୀବନ ବଞ୍ଚାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । 

ମଙ୍ଗଳବାର ପାପଡାଣ୍ଡି ବ୍ଲକର ଜାମଗୁଡା ଗାଁର ରକ୍ତହୀନତାରେ ଶୀକାର ଗର୍ଭବତୀ ମହିଳା ବେଲପାଇକ(୨୮)ଙ୍କୁ ଗୁରୁତର ଅବସ୍ଥାରେ ପ୍ରସବଜନୀତ ଚିକିତ୍ସା ପାଇଁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବେଲଙ୍କ ହିମୋଗ୍ଳୋବିନ ପରିମାଣ ୬ପ୍ରତିଶତକୁ ଖସିଯାଇଥିଲା । ଏଥିପାଇଁ ରକ୍ତର ଛଡ଼ାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗର୍ଭବତୀ ମହିଳାଙ୍କୁ ରକ୍ତର ଆବଶ୍ୟକତା ଖବରପାଇ ନବରଙ୍ଗପୁର ସହର ସତ୍ୟସାଇ ସମିତି ସଦସ୍ୟା କୁମୁଦିନୀ ଦାଶ ଡାକ୍ତରଖାନା ପହଞ୍ଚି ବେଲଙ୍କୁ ରକ୍ତ ଦାନ କରିଥିଲେ । ରକ୍ତ ଦାନ କରିବା ପରେ ବେଲ ଜାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । 

ତେବେ ଉଭୟ ମାଆ ଦୁଇ ଶିଶୁ ସୁସ୍ଥ ଥିବା କହିଛନ୍ତି । ଆବଶ୍ୟକ ପଡିଲେ ଆହୁରି ଗୋଟିଏ ୟୁନିଟର ରକ୍ତ ଆବଶ୍ୟକ ପଡ଼ିପାରେ ବୋଲି ଡାକ୍ତର କହିଛନ୍ତି । ଅନ୍ୟପକ୍ଷରେ କୁମୁଦିନୀ ରକ୍ତ ଦାନ କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ପରିବାର ପକ୍ଷରୁ କୁମୁଦିନୀକୁ କୃତଜ୍ଞତା ଜଣାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.