ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫୁଲ ନଖରା ଓଭର ବ୍ରିଜ ଉପରେ କାରକୁ ଧକ୍କା ଦେଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଲେ କାର ଯାତ୍ରୀ

କଟକ,୨୩।୩ : କଟକ - ଫୁଲ ନଖରା ଜାତୀୟ ରାଜପଥ ଓଭର ବ୍ରିଜ ଉପରେ କାର କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଦୁର୍ଘଟଣା ରେ କାରରେ ବସିଥିବା  ଗୋଟିଏ ପରିବାରର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଗାଡ଼ି ମଧ୍ୟରେ ଛୋଟ ପିଲାକୁ ମିଶାଇ ଚାରି ଜଣ ବ୍ୟକ୍ତି ଥିଲେ। 

ଭୁବନେଶ୍ଵର ରୁ କଟକ ଆଡ଼କୁ ଏକ ବାଲେନୋ କାର ଆସୁଥିଲା। ଫୁଲ ନଖରା ଜାତୀୟ ରାଜପଥ ଓଭର ବ୍ରିଜ ଉପରେ ଏକ ହାଇଓ୍ବା କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ଜାତୀୟ ରାଜପଥ ଉପରେ ଟ୍ରାଫିକ ଜାମ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.