ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ନାମାଙ୍କନ ଦାଖଲ କଲେ ଅଙ୍କିତ ପ୍ରତାପ ଜେନା, ସୋମବାର ଶୁଭବେଳା ନଥିବାରୁ ଫେରିଯାଇଥିଲେ

ମାହାଙ୍ଗା, ୧୪/୦୫ : କଟକ ଜିଲ୍ଲା ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅଙ୍କିତ ପ୍ରତାପ ଜେନା। ବାପା ପ୍ରତାପ ଜେନା ଓ ଅଳ୍ପ କିଛି ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଙ୍କିତ। ଗତକାଲି ଅଙ୍କିତ ବିଶାଳ ଶୋଭାଯାତ୍ରାରେ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। କିନ୍ତୁ ହଠାତ୍ ପ୍ରାର୍ଥୀପତ୍ର ଦାଖଲ ନକରି ଫେରିଯାଇଥିଲେ। ଆଜି ନାମାଙ୍କନପତ୍ର ଦାଖଲ ପରେ ଅଙ୍କିତ କହିଛନ୍ତି ଯେ, ଗତକାଲି ଶୁଭ ମୁହୂର୍ତ୍ତ ଗଡିଯିବାରୁ ସେ ନାମାଙ୍କନପତ୍ର ଦାଖଲ କରିନଥିଲେ।

ସୂଚନାନୁଯାୟୀ, ଗତ ଏପ୍ରିଲ ୩ ତାରିଖରେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଭାବେ ଅଙ୍କିତ୍‌ଙ୍କ ନାଁ ଘୋଷଣା ହେବା ପରଠାରୁ ପ୍ରତାପ ଜେନାଙ୍କ ନେତୃତ୍ୱରେ ମାହାଙ୍ଗା ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ଅନେକ ସାଧାରଣ ସଭାରେ ପ୍ରତାପ ପୁଅ ଅଙ୍କିତ୍‌ଙ୍କ ହାତ ଧରି ତାଙ୍କୁ ଆଗକୁ ନେଉଥିବା ଦେଖିବାକୁ ମିଳିଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରାୟ ସବୁ ପଞ୍ଚାୟତରେ ଅଙ୍କିତ୍‌ ପହଞ୍ଚି ସାରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.