ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କାର୍ ଭିତରେ ଶୋଇଥିଲା ଝିଅ, ଅନ୍ୟମନସ୍କ ହୋଇ ଲକ୍‌ କରି ଚାଲିଗଲେ ବାପା, ଫେରିବା ବେଳକୁ ସବୁ ଶେଷ

Image Courtesy: India Today

ନୂଆଦିଲ୍ଲୀ, ୧୪/୦୯: କାର ଭିତରେ ୧୦ ମାସର ଶିଶୁ କନ୍ୟାକୁ ଛାଡ଼ି ଅନ୍ୟମନସ୍କରେ ବାହାରକୁ ଚାଲିଯାଇଥିଲେ । ହେଲେ ଫେରିବା ପରେ ଆଉ ନଥିଲା ଝିଅ । ନିବୁଜ କାର ଭିତରେ ଅଣନିଶ୍ବାସୀ ହୋଇ କୁନି ଝିଅର ଜୀବନ ଚାଲିଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପର୍ତ୍ତୁଗାଲରେ । ନିଜର ଭୁଲ ପାଇଁ ଶିଶୁ କନ୍ୟାର ମୃତ୍ୟୁ ପାଇଁ ଦାୟୀ ହେଲେ ଅଧ୍ୟାପକ ବାପ । 

ସବୁବେଳେ ଝିଅକୁ ନର୍ସରୀରେ ଛାଡ଼ି ସେ କାମରେ ଯାଆନ୍ତି । ହେଲେ ସେଦିନି ଭୁଲ ବଶତଃ କାରରେ ଝିଅକୁ ଛାଡ଼ି ଚାଲିଯାଇଥିଲେ । ଯେହେତୁ କାରଟି ବନ୍ଦ ଥିଲା ଏହା ଭିତରର ତାପାମତ୍ରା ବାହାର ତାପାମତ୍ରାଠୁ ଅଧିକ ଥିଲା । ଫଳରେ ଝିଅଟି ନିଦରୁ ଉଠିବା ପରେ କାନ୍ଦିଉଠିଥିଲା । କିନ୍ତୁ ବନ୍ଦ କାର ଭିତରୁ ତାର ଚିତ୍କାର କେହି ଶୁଣିପାରିନଥିଲେ । ଝିଅଟିର ବାପା ନୋ ନୋଭା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗାଡ଼ି ପାର୍କ କରି ଅଫିସକୁ ଚାଲିଯାଇଥିଲେ । 

ପ୍ରାୟ ୭ ଘଣ୍ଟା ପରେ ସେ ଫେରିବା ପରେ ଝିଅକୁ କାର୍ ଭିତରେ ଅଚେତ୍ ଅବସ୍ଥାରେ ଦେଖିବାକୁ ପାଇଥିଲେ। ବ୍ୟକ୍ତିଜଣଙ୍କ ଜରୁରୀକାଳୀନ ସେବାକୁ ଫୋନ୍ କରିଥିଲେ। l ତେବେ ଡାକ୍ତରୀ ଟିମ୍ ପିଲାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ସେପଟେ ଝିଅର ମୃତ୍ୟୁ ଖବର ଶୁଣି ଘଟଣାସ୍ଥଳରେ ତାର ମା’ ଆସି ପହଞ୍ଚିଥିଲେ । ହେଲେ ଝିଅର ମୃତଦେହ ଦେଖି ମା’ ନିଜର ମାନସିକ ଭାରସାମ୍ୟ ହରାଇଥିବା ଜଣାପଡ଼ିଛି ।  

You can also read: ହୃଦଘାତରେ ପରଲୋକ, ୭ ମିନିଟ୍‌ ପରେ ପୁର୍ନଜନ୍ମ: ମୃତ୍ୟୁ ପରବର୍ତ୍ତୀ ଅନୁଭବ ବଖାଣିଲେ ବ୍ୟକ୍ତି

 

body of a baby girl

Copyright © 2022 - Summa Real Media Private Limited. All Rights Reserved.