ନୀଳଗିରି,୫/୧୧ : ଗତ ଏନଏସି ନିର୍ବାଚନରେ ବିଜେପି ଦଳର ୬ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀନୀଙ୍କ ସ୍ୱାମୀ ସୁରେନ୍ଦ୍ର ପ୍ରଧାନ ଆଜି ବିଜେଡିରେ ମିଶିଛନ୍ତି।ବିଜେଡିନେତା ସନ୍ତୋଷ ଖଟୁଆ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।ରବୀନ୍ଦ୍ର ନାୟକ ଓ ଯୁବନେତା ରାଜୁ ସ୍ବାଇଁଙ୍କ ତତ୍ୱବଧାନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଶ୍ରୀ ପ୍ରଧାନ ବିଜେଡି ମିଶିବା ପରେ ବିଜେପି ଦଳରେ ରହି ଅନେକ କାରଣରୁ ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି ବୋଲି କହିଥିଲେ।

ଆକ୍ସନ ମୋଡ୍ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ର...