ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି

ନୂଆଦିଲ୍ଲୀ,୩୦/୦୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇପାରନ୍ତି  ଚଲା ଶ୍ରୀନିବାସୁଲୁ ସେଟ୍ଟି । ଏହି ପଦବୀ ପାଇଁ ୩ ଜଣ ପ୍ରାର୍ଥୀଙ୍କୁ  ଭେଟିବା ପରେ ଏକ ସରକାରୀ  ପ୍ୟାନେଲ ଶ୍ରୀନିବାସୁଲୁ ସେଟ୍ଟିଙ୍କ  ନାମକୁ ସୁପାରିସ କରିଛି । ଏସ୍‌ବିଆଇର ଅଧ୍ୟକ୍ଷ ପଦ ପାଇଁ  ପ୍ରାର୍ଥୀ ଚୂଡ଼ାନ୍ତ କରିବା ନିମନ୍ତେ ଶନିବାର ବିତ୍ତୀୟ ସେବା ପ୍ରତିଷ୍ଠାନ  ବ୍ୟୁରୋ ୩ ଜଣ ପ୍ରାର୍ଥୀଙ୍କୁ ଭେଟିଥିବା ପ୍ୟାନେଲ ପକ୍ଷରୁ ସୂଚନା  ଦିଆଯାଇଛି । ପ୍ରଦର୍ଶନ ଏବଂ ଅଭିଜ୍ଞତା ଆଧାରରେ ସେଟ୍ଟି ଏହି  ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି ବ୍ୟୁରୋ ଉଲ୍ଲେଖ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.