ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ଆଠଗଡରେ ଅବକାରୀ ବିଭାଗର ଚଢାଉ, ୮୭୫ ଲିଟର ଦେଶୀ ମଦ ନଷ୍ଟ

ଆଠଗଡ,୩୦।୪: ଆଠଗଡ଼ର ଚକ୍ରଗର ଗାଁରେ ଅବକାରୀ ବିଭାଗର ଚଢାଉ। ବେଆଇନ ଭାବରେ ପକ୍ରିୟାକରଣ କରାଯାଉଥିବା ମଦକୁ ଜବତ କରିଛି ଅବକାରୀ ବିଭାଗ। ଚଢାଉ ବେଳେ ପ୍ରାୟ ୬୯୬୫ ଲିଟର ପୋଚ ଓ ୮୭୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାଛଡା ଦେଶୀ ମଦ ତିଆରିରେ ବ୍ୟବହୃତ ଅନ୍ୟ ଜିନିଷକୁ ମଧ୍ୟ ଜବତ କରିଛି। 

ଅବକାରୀ ବିଭାଗର ଟିମ୍ ଘଟଣାସ୍ଥଳରେ ଜବତ କରିଥିବା ସାମଗ୍ରୀକୁ ନଷ୍ଟ କରିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଚଢାଉ ବେଳେ ଆଠଗଡ ରେଞ୍ଜର ଆଇଆଇସି, ଓଆଇସି, ନରସିଂହପୁର  ଏକ୍ସାଇଜ୍ ଷ୍ଟେସନ୍ ଓ ଏଏସ୍‌ଆଇ ଏବଂ ଅନ୍ୟ ଷ୍ଟାଫ୍‌ମାନେ ସାମିଲ ଥିଲେ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.