ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୍‌ ୨୨ ଯାଏ ଇଗ୍ନୋ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର,୨୯/୦୩: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ  ବିଶ୍ୱବିଦ୍ୟାଳୟ (ଇଗ୍ନୋ) ନାମଲେଖା ତାରିଖ ବୃଦ୍ଧି । ଉଭୟ ମୁକ୍ତ  ଓ ଦୂରନିରନ୍ତର ଶିକ୍ଷା ଏବଂ ଅନ୍‌ଲାଇନ୍‌ ଶିକ୍ଷାର ନାମଲେଖା ତାରିଖ  ବୃଦ୍ଧି ହୋଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏପ୍ରିଲ୍‌ ୨୨ ତାରିଖ ମଧ୍ୟରେ  ଇଗ୍ନୋ ସେଣ୍ଟର ଯାଇ ନାମଲେଖାଇପାରିବେ । ବିଳମ୍ବ ଆବେଦନ  ଫି ୧୧୦୦ ଟଙ୍କା ଦେଇ ଏପ୍ରିଲ୍‌ ୨୩ରୁ ମେ ୨୫ ତାରିଖ ମଧ୍ୟରେ ନାମଲେଖାଇପାରିବେ । ଏନେଇ ଇଗ୍ନୋ ପକ୍ଷରୁ ଏକ ବିଜ୍ଞପ୍ତି  ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ଜୁନ୍‌ ୨୦୨୪ ନାମଲେଖା ପାଇଁ  ମାର୍ଚ୍ଚ ୧ରୁ ନାମଲେଖା ଇଗ୍ନୋରେ ବିଭିନ୍ନ କୋର୍ସରେ ନାମଲେଖା  ଚାଲିଛି । ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ସଂସ୍କୃତ, ସୋସିଓଲୋଜି,  ଏଜୁକେସନ୍‌, ରାଜନୀତି ବିଜ୍ଞାନ, ପବ୍ଲିକ୍‌ ଆଡମିନ୍‌ଷ୍ଟ୍ରେସନ୍‌,  ଗଣିତ, ଦର୍ଶନଶାସ୍ତ୍ର, ଅର୍ଥନୀତି, ଆନ୍ଥ୍ରୋପୋଲୋଜି, ଇତିହାସ,  ମନସ୍ତତ୍ୱ ବିଜ୍ଞାନ, ଫିଜିକ୍ସ, କେମେଷ୍ଟ୍ରି, ଜୁଲୋଜି, ବଟାନୀ,  ଭୂଗୋଳ, ଭୂତତ୍ତ୍ୱ ବିଜ୍ଞାନ ଆଦି ପାଠ୍ୟକ୍ରମରେ ନାମଲେଖା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.