ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ମୋଦି ଜଣେ ଚମତ୍କାର ବ୍ୟକ୍ତି: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ,୧୯/୦୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା  କରିଛନ୍ତି । କହିଛନ୍ତି, ମୋଦି ଜଣେ  ଚମତ୍କାର ବ୍ୟକ୍ତି । ନିଜ କାମକୁ ନେଇ  ସେ ବେଶ୍‌ ଭଲ । ଆସନ୍ତା ସପ୍ତାହରେ ମୁଁ ତାଙ୍କୁ ସାକ୍ଷାତ କରିବି । ଆମେରିକାର  ମିଶିଗାନ ପ୍ରଦେଶରେ ଅନୁଷ୍ଠିତ ଏକ  ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ଏହା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ରମ୍ପ୍‌ ଭାରତର ଟିକସ ନୀତିକୁ ସମାଲୋଚନା  କରିଛନ୍ତି । 

ସେ କହିଛନ୍ତି, ଆମେରିକା  ସହ ଥିବା ବାଣିଜ୍ୟିକ ସମ୍ପର୍କର ଭାରତ  ଦୁରୁପଯୋଗ କରୁଛି। ଆମଦାନି  ଉପରେ ଭାରତ ଅତ୍ୟଧିକ ଟିକସ ଲାଗୁ  କରୁଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ  ହେବା ପରେ ଆମେରିକାରେ ଯେସାକୁ  ତେସା ନୀତିରେ ବାଣିଜ୍ୟ ନୀତି ଲାଗୁ  କରିବି । ଆମ ଦେଶରୁ ହେଉଥିବା  ରପ୍ତାନି ଉପରେ ଯେଉଁ ଦେଶ ଯେତେ  ଟିକସ ଲାଗୁ କରିବ, ତାହା ଉପରେ  ସେତିକି ଟିକସ ଲାଗୁ କରାଯିବ । ଯଦି କୌଣସି ଦେଶ ୨୫୦ ଗୁଣା ଟିକସ  ଲାଗୁ କରନ୍ତି, ଆମେ ବି ସେତିକି ଟିକସ  ଲଦିବୁ । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ  ମୋଦି ଆସନ୍ତା ୨୧ ତାରିଖରେ ୩ ଦିନିଆ  ଆମେରିକା ଗସ୍ତରେ ଯାଉଛନ୍ତି । ଏହି  ସମୟରେ ସେ କ୍ୱାଡ୍‌ ସମ୍ମିଳନୀ ଏବଂ  ଜାତିସଂଘ ବୈଠକରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.